Categories: ଜାତୀୟ

ବଦଳିବ ଆଦିବସୀ ଭୋଟର ସମୀକରଣ, କଂଗ୍ରେସରୁ ଇସ୍ତଫା ଦେଲେ ଅରବିନ୍ଦ ନେତମ

ନୂଆଦିଲ୍ଲୀ,୧୧।୮: କଂଗ୍ରେସରୁ ଇସ୍ତଫା ଦେଲେ ଅରବିନ୍ଦ ନେତମ। ଛତିଶଗଡରେ ଆଦିବସୀ ସମ୍ପଦ୍ରାୟର ଭୋଟବ୍ୟାଙ୍କ କୁହାଯାଉଥିବା ସେ ଲୋକସଭା ନିର୍ବାଚନରେ ଆଦିବସୀ ଆସନରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ନେତମଙ୍କ ଇସ୍ତଫା କଂଗ୍ରେସକୁ ଝଟକା ଦେଇଛି। ଏଥିସହ ତାଙ୍କର ଏହି ନିଷ୍ପତ୍ତି ଭାଜପା ଓ କଂଗ୍ରେସକୁ କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି।

Share