Categories: ବାଣିଜ୍ୟ

ଶ୍ରୀଦୁର୍ଗା ପକ୍ଷରୁ ‘ଯେତେ କିଣିବେ ସେତେ ସୁନା ପାଇବେ’

ଭୁବନେଶ୍ୱର,୨୧।୧୦: ଶାରଦୀୟ ଦୁର୍ଗାପୂଜା ଅବସରରେ ଶାଢ଼ି ଏବଂ ଗାର୍ମେଣ୍ଟସ୍‌ ଫ୍ୟାମିଲି ଷ୍ଟୋର ‘ଶ୍ରୀଦୁର୍ଗା’ ପକ୍ଷରୁ ‘ଯେତେ କିଣିବେ ସେତେ ସୁନା ପାଇବେ’ ଶୀର୍ଷକ ଅଫର ଘୋଷଣା କରାଯାଇଛି ା ଶପିଂର ନିଆରା ଅନୁଭୂତି ପାଇଁ ଗ୍ରାହକମାନେ ନିଶ୍ଚିତ ଉପହାରରେ ‘ସ୍ବର୍ଣ୍ଣମୁଦ୍ରା’ ଏବଂ ଲକି ଡ୍ର’ରେ ‘ହାର୍‌ଲେ ଡେଭିଡ୍‌ସନ୍‌’ ବାଇକ୍‌ ପାଇପାରିବେ ା ପ୍ରତି ୯୯୯ ଟଙ୍କାର କ୍ରୟରେ ଗ୍ରାହକମାନେ ‘ହାର୍‌ଲେ ଡେଭିଡ୍‌ସନ୍‌’ ବାଇକ୍‌ର କୁପନ୍‌ ପାଇପାରିବେ ା ସକାଳ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ଶପିଂ କଲେ ଗ୍ରାହକମାନେ ଏହି ଅଫରର ଲାଭ ଉଠାଇପାରିବେ ା ‘ସ୍ବର୍ଣ୍ଣମୁଦ୍ରା’ ସହ ଗ୍ରାହକଙ୍କ ପାଇଁ ଅନେକ ଆକର୍ଷଣୀୟ ଉପହାର ରହିଛି ା ଜାତୀୟ ଓ ଅନ୍ତର୍ଜାତୀୟ ପୁରୁଷ ପରିଧାନରେ ୩୦ରୁ ଅଧିକ ଅଫର୍‌ ରହିଛି। ଏଥିରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ା କୁର୍ତ୍ତି ଓ ଲେଙ୍ଗିସ୍‌ରେ ସ୍ବତନ୍ତ୍ର ରିହାତି ରହିଛି। ଭୁବନେଶ୍ୱରସ୍ଥିତ ଅଶୋକନଗର, ପାତ୍ରପଡ଼ା ଏବଂ ବ୍ରହ୍ମପୁରସ୍ଥିତ ବଡ଼ବଜାରଠାରେ ଥିବା ଶୋ’ରୁମ୍‌ରେ ଏହି ସୁବିଧାଗୁଡ଼ିକ ଉପଲବ୍ଧ ରହିଛି ା

Share