ଯୋଗୀଙ୍କ ବାର୍ତ୍ତାରେ କମ୍ପିଲା ପାକିସ୍ତାନ, ୟୁପି ଏନକାଉଣ୍ଟର ପରେ ସୀମାରେ ପ୍ରଭାବ

ଲକ୍ଷ୍ନୌ/ଇସଲାମାବାଦ,୧୪।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆକ୍ସନକୁ ନେଇ ନା କେବଳ ମାଫିଆ ଭୟ କରି ଯାଉଛନ୍ତି ବରଂ ଏହାର ପ୍ରଭାବ ପଡୋଶୀ ଦେଶ ପାକିସ୍ତାନ ଉପରେ ପଡୁଥିବା ଦେଖାଯାଇଛି। ଭାରତରେ ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆକ୍ସନ ମାଫିଆଙ୍କ ବିରୋଧରେ ଯାଉଛି ଏଥିରେ ପଡୋଶୀ ଦେଶ ବି ହଡବଡେଇ ଯାଇଛି।
ଏପ୍ରିଲ ୧୩ରେ ମଧ୍ୟ ପ୍ରଦେଶର ଝାନ୍ସିରେ ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅସଦଙ୍କୁ ଉତ୍ତର ପ୍ରଦେଶ ଏସଟିଏଫ ଯେଉଁଭଳି ଭାବେ ଏନକାଉଣ୍ଟର କଲା ତାହା ସମସ୍ତଙ୍କୁ ଚମକାଇ ଦେଇଛି। ଅସଦ ଉତ୍ତର ପ୍ରଦେଶର ମାଫିଆ ଅତିକ ଅହମଦଙ୍କ ପୁଅ। ଏହା ପୂର୍ବରୁ ଯୋଗୀ ସବୁବେଳେ କହି ଆସୁଛନ୍ତି କି ତାଙ୍କର ଲକ୍ଷ୍ୟ ୟୁପିରୁ ମାଫିଆଙ୍କୁ ସଫା କରିବା। ଅସଦଙ୍କ ଏନକାଉଣ୍ଟର ପରେ ତାଙ୍କର କନେକ୍ସନ ପାକିସ୍ତାନ ସହ ଯୋଡି ଦେଖାଯାଉଛି।
ଏନକାଉଣ୍ଟର ପରେ ଅସଦଙ୍କଠାରୁ ଯେଉଁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ତାହା ପାକିସ୍ତାନରୁ ଆସିଥିବା ପୋଲିସ କହିଛି। ଏହା ଡ୍ରୋନ ଯୋଗେ ଭାରତ ଆସିଥିବା କୁହାଯାଉଛି। ଏହାର ସବୁଠାରୁ ବଡ କ୍ରେତା ଅତିକ ଥିବା କୁହାଯାଉଛି। ମାଫିଆ ଅତିକଙ୍କ ଉପରେ ଆକ୍ସନ ନିଆଯିବା ପରେ ଏବେ ପଡୋଶୀ ଦେଶ ପାକିସ୍ତାନର ହୋସ ଉଡିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ଖଟାଖଟ ଶାସ୍ତ୍ର ପାଇଁ ଖରାପ ହୋଇଛି ଏସବୁ ରାଜ୍ୟର ପରିସ୍ଥିତି, କାହିଁକି ଏମିତି କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨।୧୧: ଭାଜପା ନେତା ଗୌରବ ବଲ୍ଲଭ ବିଭିନ୍ନ ରାଜ୍ୟର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସରେ ଖଟାଖଟ ଶାସ୍ତ୍ର ଚାଲିଛି। କଂଗ୍ରେସରେ ପ୍ରଚଳିତ...

ସବ ଇନ୍ସପେକ୍ଟରଙ୍କୁ ଗୁଳି କଲେ କନଷ୍ଟେବଳ

ଇମ୍ଫାଲ,୨।୧୧: ମଣିପୁର ଜିରିବମ ଜିଲାର ଜଣେ ପୋଲିସ କନଷ୍ଟେବଳ ଶନିବାର ତାଙ୍କ ବରିଷ୍ଠ ସହକର୍ମୀ, ସବ-ଇନ୍ସପେକ୍ଟର ର଼୍ୟାଙ୍କର ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ।...

କେମି ବାଡେନୋଚ୍‌ ହେଲେ କଞ୍ଜରଭେଟିଭ୍‌ ପାର୍ଟିର ନୂଆ ନେତା

ଲଣ୍ଡନ,୨ା୧୧: କେମି ବାଡେନୋଚ୍‌ଙ୍କୁ ଶନିବାର ବ୍ରିଟେନ୍‌ର କଞ୍ଜରଭେଟିଭ୍‌ ପାର୍ଟି ନେତା ନିର୍ବାଚିତ କରାଯାଇଛି। ଏଥିସହିତ ସେ ଋଷି ସୁନକ୍‌ଙ୍କ ସ୍ଥାନରେ ହାଉସ୍‌ ଅଫ୍‌ କମନ୍ସରେ ବିରୋଧୀ...

ନିଜ୍ଜର ମାମଲାରେ ଅମିତ ଶାହାଙ୍କ ନାମ ନେବାରୁ ରାଗିଲା ଭାରତ, କହିଲା ଭୋଗିବାକୁ ପଡିବ ଏହାର ପରଣାମ

ନୂଆଦିଲ୍ଲୀ,୨।୧୧: ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ମାମଲାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଗମ୍ଭୀର ହେବାରେ ଲାଗିଛି।...

ଇରାନର ବଡ଼ ଧମକ: ଆମେରିକା ହେଉ କି ଇସ୍ରାଏଲ୍‌, ଉଚିତ ଜବାବ ଦିଆଯିବ…

ତେହରାନ,୨।୧୧: ଇସ୍ରାଏଲର ପାଲଟା ଆକ୍ରମଣ ପରେ ଏବେ ଇରାନ ପୁଣିଥରେ ଆକ୍ରମଣ ଲାଗି ଯୋଜନା କରୁଛି। ଆମେରିକା ହେଉ କି ଇସ୍ରାଏଲ, ଶତ୍ରୁ ଦେଶକୁ ଉପଯୁକ୍ତ...

ସ୍ପେନ୍‌ରେ ବାତ୍ୟା ପରେ ପ୍ରଳୟଙ୍କରୀ ବନ୍ୟା: ୨୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମାଡ୍ରିଡ୍‌,୨ା୧୧: ସ୍ପେନ୍‌ରେ ପ୍ରଳୟଙ୍କରୀ ବନ୍ୟାଜନିତ ମୃତ୍ୟୁସଂଖ୍ୟା ଶନିବାର ୨୧୧ରେ ପହଞ୍ଚିଛି। ସର୍ବାଧିକ କ୍ଷତିଗ୍ରସ୍ତ ପୂର୍ବ ଭାଲେନ୍‌ସିଆ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ଅତିରିକ୍ତ ୧୦,୦୦୦...

ମୋ ନାଁ ଦାଉଦ ସହ ଯୋଡିବ ତ…, କାହାକୁ ଏମିତି ଚେତାବନୀ ଦେଲେ ନଓ୍ବାବ ମଲିକ

ମୁମ୍ବାଇ,୨।୧୧: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ଅଜିତ ପାୱାର ଦଳର ନେତା ନଓ୍ବାବ ମଲିକ ତାଙ୍କ ନାମ ଅଣ୍ଡରୱାଲର୍‌ଡ...

ଭାଜପା ନେତାଙ୍କୁ ଧମକ ଦେଲେ ନୀତୀଶ! ବିହାରରେ ଚାଲିବ ନାହିଁ ହିନ୍ଦୁ-ମୁସଲମାନ ଡ୍ରାମା

ପାଟନା,୨।୧୧: ବିହାର ଏନଡିଏରେ ଅନ୍ତର୍ଭୁକ୍ତ ପାଞ୍ଚଟି ଦଳର ମୁଖ୍ୟ, ସଂସଦର ଉଭୟ ଗୃହର ସଦସ୍ୟ, ବିଧାନସଭା ଓ ବିଧାନ ପରିଷଦର ସଦସ୍ୟଙ୍କ ବ୍ୟତିତ ଦଳର ଅଧିକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri