ଏସିଏଫ୍‌  ସୌମ୍ୟ ମୃତ୍ୟୁ ଘଟଣା : ବିଦ୍ୟାଭାରତୀଙ୍କୁ ପାଉନି ପୋଲିସ

ଭୁବନେଶ୍ୱର,୪।୭: ପାରଳାଖେମୁଣ୍ଡି ଏସିଏଫ୍‌  ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସ୍ତ୍ରୀ  ବିଦ୍ୟାଭାରତୀଙ୍କୁ ପୋଲିସ ଖୋଜି ପାଉନି। କୋର୍ଟଙ୍କ ଜାମିନ ବିହୀନ ଗିରଫ ପରୱାନା ପରେ ପୋଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଛି। ଅନ୍ୟପକ୍ଷେ  ଏପରିକି ବିଦ୍ୟାଭାରତୀଙ୍କ ପରିବାର ଲୋକେ ଗାଁରେ ନଥିବା ଜଣାପଡ଼ିଛି  ବିଦ୍ୟାଭାରତୀଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି ପରେ ତାଙ୍କୁ କୋର୍ଟରେ ହାଜର କରାଇବା ପାଇ ପୋଲିସ  ତାଙ୍କ ଗାଁକୁ ଯାଇଥିଲା ।
ତେବେ ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସକୁ ପୁଲିସ ଯାଇ ମଧ୍ୟ ଖାଲି ହାଲତରେ ଫେରିଥିଲା।
Share