ଆଦିଲଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିବେ ଅଶନୁର

ଡେବ୍ୟୁ କରିବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଶନୁର କୌର। ସେ ଆଦିଲ ଖାନ୍‌ଙ୍କ ସହ ଚଳଚ୍ଚିତ୍ରରେ ନାୟିକା ସାଜିବେ। ଛତିଶଗଡ଼ରେ ଏହି ଫିଲ୍ମର ଶୁଟିଂ ହୋଇଛି। ଫିଲ୍ମକୁ‘ଶାଦି ମେ ଜରୁର୍‌ ଆନା’ ଫେମ୍‌ ରତ୍ନା ସିନ୍ହାଙ୍କ ପ୍ରଯୋଜନା ସଂସ୍ଥା ବ୍ୟାନ୍‌ରରେ ନିର୍ମାଣ କରାଯାଉଛି। ତେବେ ଏହାର ନାମ ସ୍ଥିର ହୋଇ ନ ଥିବା ବେଳେ ଆଗାମୀ ଦିନରେ ତାହା ସ୍ପଷ୍ଟ ହେବ ବୋଲି କୁହାଯାଇଛି।

Share