ନବୀନଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ଅଶୋକଙ୍କ ବିସ୍ଫୋରକ ବୟାନ, କହିଲେ…

ଭୁବନେଶ୍ୱର,୧୩।୮: ବିଜେଡିର ଜନଜାଗରଣ ଅଭିଯାନ ନେଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ଏବେ ବିଜେଡି-ଭାଜପା ମୁହାଁମୁହିଁ ହୋଇଛନ୍ତି। ଜନତା ଜାଗିକି ଅଛନ୍ତି, ୨୪ ବର୍ଷର ସରକାରକୁ ସେଥିପାଇଁ ହଟେଇଛନ୍ତି ବୋଲି ଭାଜପା ବିଧାୟକ ଅଶୋକ ମହାନ୍ତି କହିଛନ୍ତି। ସେ କହିଛନ୍ତି ଏହା ଜନଜାଗରଣ ନୁହେଁ କର୍ମୀ ଜାଗରଣ । ଭାଜପା ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରାଯାଉଛି। ଜନଜାଗରଣ ଦଳର କର୍ମୀମାନଙ୍କୁ ଉତ୍ସାହ କରିବ।

 

Vhttps://x.com/Naveen_Odisha/status/1822908404156998073

Share