ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସ୍ଏନଏଲ୍ ୪ଜି ନେଟଓ୍ବାର୍କରୁ ପ୍ରଥମ ଫୋନ କଲ କରିଛନ୍ତି। ଏନେଇ ସେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ବିଏସ୍ଏନଏଲ୍ ୪ଜି ନେଟଓ୍ବାର୍କରୁ ପ୍ରଥମ ଫୋନ କଲ କଲି। ବିଏସଏନଏଲର ଏହି ନେଟୱାର୍କ ଭାରତରେ ତିଆରି ଏବଂ ପରିକଳ୍ପନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତ ଯୋଜନାର ଏହା ପ୍ରତିଫଳନ ବୋଲି ସେ କହିଛନ୍ତି।
Made first call over Indian 4G network of BSNL (Designed and Made in India).
PM @narendramodi Ji’s vision of Aatmanirbhar Bharat taking shape.— Ashwini Vaishnaw (@AshwiniVaishnaw) October 10, 2021