Categories: ଖେଳ

ଏସିଆ କପ ସୁପର ୪: ପ୍ରଥମ ମ୍ୟାଚରେ ଟସ ଜିତି ବାଂଲାଦେଶର ବ୍ୟାଟିଂ, ବିପର୍ଯ୍ୟୟର ସମ୍ମୁଖୀନ…

ଲାହୋର,୬।୯ : ଏସିଆ କପର ସୁପର ୪ର ପ୍ରଥମ ମ୍ୟାଚ ପାକିସ୍ତାନ ଦଳ ଏବଂ ବାଂଲାଦେଶ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆରମ୍ଭରୁ ବାଂଲାଦେଶ ବିପର୍ଯର ସମ୍ମୁଖୀନ ହୋଇଛି। ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ବୋଲିଂ ରଣନୀତି ସମ୍ମୁଖରେ ବାଂଲାଦେଶ ବ୍ୟାଟ୍ସମ୍ୟାନ ୧୫ ଓଭରରେ ୪ ଓ୍ବିକେଟ ହରାଇ ୭୨ ରନ କରିଛି।

Share