Categories: Video

ଜଳମଗ୍ନ ଆସାମ । Assam Marooned

୨୩ କରୋନା ସଂକଟ ମଧ୍ୟରେ ଦିନକୁ ଦିନ ଆସାମରେ ବନ୍ୟା ପରିସ୍ଥିତି ସଂଗୀନ ହେବାରେ ଲାଗିଛି । ପ୍ରବଳ ବନ୍ୟାରେ ଉବୁଟୁବୁ ଆସାମର ଅଧିକାଂଶ ଜିଲା । ସୂଚନାନୁସାରେ ପାଖାପାଖି ଏଯାଏ ୨୬ ଜିଲାର ୨୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୯୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।