Categories: ଜାତୀୟ

ପୃଥିବୀକୁ ମାଡ଼ିଆସୁଛି ଷ୍ଟାଡିୟମ ଆକୃତିର ଗ୍ରହାଣୁପିଣ୍ଡ

ନୂଆଦିଲ୍ଲୀ,୨୧।୭: ଷ୍ଟାଡିୟମ ଆକୃତିର ଏକ ବିଶାଳ ଗ୍ରହାଣୁପିଣ୍ଡ ଆସନ୍ତା ୨୪ ତାରିଖରେ ପୃଥିବୀ ନିକଟ ଦେଇ ଦ୍ରୁତ ବେଗରେ ଅତିକ୍ରମ କରିବ। ୨୦୦୮ଜି୦୨୦ ନାମକ ଏହି ଗ୍ରହାଣୁ ପୁଞ୍ଜର ଓସାର ୨୦ ମିଟର। ଏହା ସେକେଣ୍ଡ ପ୍ରତି ୮ କିଲୋମିଟରରୁ ଊର୍ଦ୍ଧ୍ୱ ବେଗରେ ଗତି କରିବାକୁ ଥିବାରୁ ନାସା ଏହାକୁ ବିପଜ୍ଜନକ ଗ୍ରହାଣୁପୁଞ୍ଜ ବର୍ଗରେ ସ୍ଥାନ ଦେଇଛି । ଏହା ଉପରେ କ୍ରମାଗତ ନଜର ରଖିଛି ନାସା।

Share