ହସିନାଙ୍କୁ ନେଇ ୮ ମାସ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ! ନୂଆ ପରିସ୍ଥିତିରେ ବାଂଲାଦେଶ ସହ ସମ୍ପର୍କକୁ ନେଇ କହିଲେ…

ଢାକା,୬।୮: ପଡୋଶୀ ଦେଶ ବାଂଲାଦେଶରେ ଅଗଷ୍ଟ ୫ସୋମବାର ଶେଖ ହସିନାଙ୍କ ଇସ୍ତଫା ପରେ ସେନା କମାଣ ସମ୍ଭାଳିଛି। ସଂରକ୍ଷଣ ପାଇଁ ହିଂସାତ୍ମକ ବିରୋଧକୁ ଦୃଷ୍ଟିରେ ରଖି ଶେଖ ହସିନା ଇସ୍ତଫା ଦେଇଛନ୍ତି। ଶେଖ ହସିନା ବାଂଲାଦେଶ ଛାଡି ଭାରତ ଆସିଛନ୍ତି, ବର୍ତ୍ତମାନ ପାଇଁ ସେ ଏଠାରେ ରହିବେ, କିନ୍ତୁ ସେ କେଉଁଠାରେ ରାଜନୈତିକ ଆଶ୍ରୟ ନେବେ ସେନେଇ କୌଣସି ସ୍ପଷ୍ଟତା ନାହିଁ। ଜଣେ ଜ୍ୟୋତିଷ ପ୍ରଶାନ୍ତ କିନି ଶେଖ ହସିନାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ୮ମାସ ପୂର୍ବରୁ ପୂର୍ବାନୁମାନ କରିଥିଲେ।
ଜ୍ୟୋତିଷ ପ୍ରଶାନ୍ତ କିନି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେଖ ହସିନାଙ୍କ ବିଷୟରେ ଭବିଷ୍ୟବାଣୀ କରିଥିଲେ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇପାରେ।

ଜ୍ୟୋତିଷ ପ୍ରଶାନ୍ତ କିନି, ଅଗଷ୍ଟ ୫, ୨୦୨୪ ରେ ପୁନର୍ବାର ନିଜ ପୋଷ୍ଟ ଶେୟାର କରିବାବେଳେ ଲେଖିଛନ୍ତି ଯେ ଶେଖ ହସିନାଙ୍କ ପାଇଁ ଅଗଷ୍ଟ ୨୦୨୪ପୂର୍ଣ୍ଣ ହେବ ବୋଲି ସେ ପୂର୍ବାନୁମାନ କରିସାରିଛନ୍ତି। ସେ ନିଜ ଦେଶ ଛାଡୁଛନ୍ତି କି?
ଜ୍ୟୋତିଷ ପ୍ରଶାନ୍ତ କିନି ମଧ୍ୟ ଜାନୁଆରୀ ୧୩, ୨୦୨୪ରେ ତାଙ୍କ ପୋଷ୍ଟରେ ବାଂଲାଦେଶ ବିଷୟରେ ଏକ ଭବିଷ୍ୟବାଣୀ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ଅଗଷ୍ଟ ୨୦୨୫ରୁ ମାର୍ଚ୍ଚ ୨୦୨୬ମଧ୍ୟରେ ବାଂଲାଦେଶରେ ସାମରିକ ଆକ୍ରମଣ ହୋଇପାରେ। ଏହି ସମୟ ମଧ୍ୟରେ ଶେଖ ହସିନାଙ୍କୁ ହତ୍ୟା କରିବା ପାଇଁ ଅନେକ ଚେଷ୍ଟା କରାଯାଇପାରେ। ତେବେ ତାଙ୍କ ଭବିଷ୍ୟବାଣୀ ହେବାର ୫ମାସ ପୂର୍ବରୁ ଶେଖ ହସିନାଙ୍କ ସରକାର ବାଂଲାଦେଶରେ କ୍ଷମତାସୀନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲରେ ବିମାନ ଦୁର୍ଘଟଣା

ବ୍ରାସିଲିଆ,୨୨ା୧୨: ବ୍ରାଜିଲର ଦକ୍ଷିଣ ଭାଗରେ ଅବସ୍ଥିତ ପର୍ଯ୍ୟଟନ ସହର ଗ୍ରାମାଡୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସହର କେନ୍ଦ୍ରସ୍ଥଳରେ ଥିବା...

ହସ୍ପିଟାଲକୁ ଧକ୍କାଦେଲା ହେଲିକପ୍ଟର: ଚାଲିଗଲା ୪ ଜୀବନ

ଆଙ୍କାରା,୨୨ା୧୨:ତୁର୍କୀରେ ରବିବାର ସକାଳେ ପ୍ରବଳ କୁହୁଡ଼ି ଯୋଗୁ ଏକ ହେଲିକପ୍ଟର ହସ୍ପିଟାଲ୍‌କୁ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ହେଲିକପ୍ଟରର...

ମୋଦିଙ୍କୁ ମିଳିଲା ‘ଦ ଅର୍ଡର ଅଫ ମୁବାରକ ଅଲ କବୀର’ ସମ୍ମାନ

କୁଏତ ସିଟି,୨୨।୧୨: କୁଏତ ଗସ୍ତର ଶେଷ ଦିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାୟନ ପ୍ୟାଲେସରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କୁଏତ ପ୍ରଧାନମନ୍ତ୍ରୀ...

ମୋଦିଙ୍କୁ କୁଏତ୍‌ରେ ଗାର୍ଡ ଅଫ ଅନର୍‌

କୁଏତ ସିଟି,୨୨।୧୨: କୁଏତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କୁଏତର ବାଇନ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର...

ଆମେରିକାକୁ ବାଧ୍ୟ କଲା ଭାରତର ଶକ୍ତି, ଏହି ନିୟମକୁ କରିବାକୁ ପଡିଲା ପରିବର୍ତ୍ତନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୧୨: ଏବେ ସାରା ବିଶ୍ୱରେ ଭାରତର ଶକ୍ତି ଏବଂ ଏହାର ସାମର୍ଥ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଆଜି ବିଶ୍ୱର ସମସ୍ତ ଦେଶ ଭାରତର ଶକ୍ତିକୁ ସ୍ବୀକୃତି...

ବାଂଲାଦେଶର ବଡ଼ ଅଭିଯୋଗ; ‘ଆମ ଲୋକଙ୍କୁ ଜବରଦସ୍ତ ନିଖୋଜ କରିବା ପଛରେ ଭାରତର ହାତ…

ଢାକା,୨୨।୧୨: ଭାରତ ଉପରେ ଆଉ ଏକ ବଡ଼ ଅଭିଯୋଗ ଲଗାଇଛି ବାଂଲାଦେଶ। ଏହାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦ୍ୱାରା ଗଠିତ ଏକ ଅନୁସନ୍ଧାନ କମିଶନ କହିଛନ୍ତି ଯେ...

ଟ୍ରକ୍‌କୁ ପିଟି ଜଳିଗଲା ବସ୍‌: ୩୮ ଜଣଙ୍କ ଜୀବନ ଗଲା, ୯ ଗୁରୁତର

ବ୍ରାସିଲିଆ,୨୨ା୧୨: ଏକ ଯାତ୍ରୀବାହୀ ବସ୍‌ ଟ୍ରକ୍‌କୁ ଧକ୍କା ଦେବା ପରେ ହୁତୁହୁତ ହୋଇ ରାସ୍ତାରେ ଜଳିଯାଇଛି। ଫଳରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ...

ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ଦସ୍ତଖତ କଲେ ବାଇଡେନ, ଟଳିଲା ଶଟଡାଉନ୍ ବିପଦ

ନୂଆଦିଲ୍ଲୀ, ୨୧।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ମଧ୍ୟଭାଗରେ ସରକାରଙ୍କୁ ପାଣ୍ଠି ଯୋଗାଇବା ପାଇଁ କଂଗ୍ରେସ ଦ୍ୱାରା ପାରିତ ହୋଇଥିବା ଆଇନରେ ଦସ୍ତଖତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri