Advertisement

ଅତାବିରା ବିଧାନସଭା: ଭାଜପା ୭୯୦୦ ଭୋଟରେ ଆଗୁଆ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଚାଲିଛି। ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ଭାଜପା ୭୯୦୦ ଭୋଟରେ ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କୁ ୨୧ହଜାର ୪୧୯ ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ୧୩ହଜାର ୫୧୯ ଖଣ୍ତ ଭୋଟ ପଡିଛି। କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠଙ୍କୁ ୧୭୫୩ ଖଣ୍ଡ ଭୋଟ ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share