ଏଟିଏମରୁ ଲୁଟ୍‌ ଉଦ୍ୟମ: ନାବାଳକଙ୍କୁ କାବୁ କଲା ପୋଲିସ

ଭୁବନେଶ୍ୱର,୨୯।୯: ଭୁବନେଶ୍ବର ବରଗଡ ଥାନା ଅଧୀନରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ଲୁଟ ଉଦ୍ୟମ ହୋଇଛି। ୨୯ ପିସିଆର ଲୁଟେରାଙ୍କୁ କାବୁ କରି ନେଇଛି। ଲୁଟେରାଙ୍କ ନିକଟରୁ ଲଙ୍କା ଗୁଣ୍ଡ ଓ ମାରଣାସ୍ତ୍ର ଜବତ ହୋଇଛି । ପୂର୍ବରୁ ନାବାଳକଙ୍କ ନାମରେ ଅପରାଧିକ ମାମଲା ରହିଛି।
ନାବାଳକ ସହିତ ଆଉ କିଏ ଅଛନ୍ତି ତାର ତଦନ୍ତ ଚାଲିଛି।

Share