Categories: ଜାତୀୟ

ଅଭିନେତ୍ରୀ ପର୍ନୋ ମିତ୍ରଙ୍କ ଗାଡ଼ିକୁ ଆକ୍ରମଣ

ବାରନଗର, ୧୫ା୪: ଭାଜପା ନେତ୍ରୀ ତଥା ପଶ୍ଚିମବଙ୍ଗର ଜଣାଶୁଣା ଅଭିନେତ୍ରୀ ପର୍ନୋ ମିତ୍ରଙ୍କ ଗାଡ଼ି ଉପରେ ବୁଧବାର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବାରନଗରରୁ ପ୍ରାର୍ଥୀ ହୋଇଥିବା ପର୍ନୋ ନିର୍ବାଚନୀ ପ୍ରଚାର କରୁଥିବାବେଳେ ଟିଏମ୍‌ସି କର୍ମୀମାନେ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା ସେ କହିଛନ୍ତି। ଏ ନେଇ ଭାଜପା ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।

Share