Categories: Uncategorized

ଗୋଟିଏ ପରିବାରର ୭ ଜଣଙ୍କୁ ଆକ୍ରାଣ

ଭଦ୍ରକ,୨୬।୧: ଭଦ୍ରକ ଜିଲା ବାସୁଦେବପୁର ଥାନା ଗୁଆଗାଡ଼ିଆ ପଞ୍ଚାୟତର ଚିରଳ ଗାଁରେ ଅଭାବନୀୟ ଘଟଣା ଘଟିଛି। କେତେ ଜଣ ଦୁର୍ବୃତ୍ତ ଜଣଙ୍କ ଘରେ ପଶି ଆକ୍ରମଣ କରଛନ୍ତି। ଏହି ଘଟଣାରେ ପରିବାରର ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହଛି। ତେବେ ରାଜନୀତିକ କାରଣରୁ ଏହି ଘଟଣା ଘଟିଥିବା କୁହାଯାଉଛି।