Categories: ଜାତୀୟ

ମମତାଙ୍କ ଘରେ ପ୍ରବେଶ ଉଦ୍ୟମ: ଯୁବକ ଗିରଫ

କୋଲକାତା,୨୨ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାସ୍ଥିତ ବାସଭବନରେ ପ୍ରବେଶ ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ତାଙ୍କ ନଁା ଶେଖ୍‌ ନୁର୍‌ ଆଲମ। ତାଙ୍କ ନିକଟରୁ ବନ୍ଧୁକ, ଛୁରି, ନିଷିଦ୍ଧ ସାମଗ୍ରୀ ସହ ବିଭିନ୍ନ ସଂସ୍ଥାର ପରିଚୟପତ୍ର ଜବତ ହୋଇଛି। ସେ ପୋଲିସ ଷ୍ଟିକର ଲଗାଯାଇଥିବା ଏକ କାର୍‌ରେ ଆସିଥିଲେ।

Share