କ୍ୟାପିଟାଲ ହସ୍ପିଟାଲରେ  ଶିଶୁ ଅଦଳବଦଳ ଅଭିଯୋଗ ଘଟଣା ଆଟେଣ୍ଡାଣ୍ଟ ନିଲମ୍ବିତ

ଭୁବନେଶ୍ୱର,୨୭।୯: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ  ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ଗାଇନିଂ ୱାର୍ଡର ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଛି।   ହସ୍ପିଟାଲ ନିର୍ଦ୍ଦେଶକ  ତାଙ୍କୁ ନିଲମ୍ବିତ କରିଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।  ତେବେ ଘଟଣାର  ତଦନ୍ତ ଜାରି ରହିବ ବୋଲି କ୍ୟାପିଟାଲ ନିର୍ଦ୍ଦେଶକ କହିଛନ୍ତି।
Share