ସ୍ମାଇଲ ଗୋଲ୍ଡର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୩୦ା୧୦: ସ୍ମାଇଲ ଗୋଲ୍ଡ ଜୁଏଲର୍ସର ବହୁ ପ୍ରତୀକ୍ଷିତ ସ୍କିମ୍‌ ତଥା ଧନ୍‌ତେରସ ଅଫର୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅଫର ସ୍ବଳ୍ପ ଅବଧି ଲାଗି ଉପଲବ୍ଧ ରହିଛି। ଏପରିକି ଏହି ଅଫର ଜରିଆରେ ଗ୍ରାହକଙ୍କୁ ସୁନାଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୪୮୯ ଟଙ୍କାର ରିହାତି ଦିଆଯାଉଛି। ସେହିଭଳି ରୁପାଗହଣା ଉପରେ ୫୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଥିବାବେଳେ ହୀରାଗହଣା ଉପରେ ୨୫% ପର୍ଯ୍ୟନ୍ତ ରିହାତି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ଏପରିକି ବ୍ରାଣ୍ଡେଡ୍‌ ହାତଘଣ୍ଟା ଓ ଫ୍ରେମ୍‌ ଆଇଟମ୍‌ ଉପରେ ୨୫% ଲେଖାଏଁ ରିହାତି ପ୍ରଦାନ କରାଯାଉଛି। ଏ ନେଇ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ଏମ୍‌ଡି ଇଂ. ବାବୁରାମ ସ୍ବାଇଁ କହିଥିଲେ, ଆମେ ଆମର ଧନ୍‌ତେରସ ଅଫରର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆଶାୟୀ ଗ୍ରାହକମାନେ ଏହି ଆକର୍ଷଣୀୟ ଅଫରର ଲାଭ ଉଠାଇବା ସହିତ ସେମାନଙ୍କ ମନପସନ୍ଦର ସାମଗ୍ରୀ ଘରକୁ ନେଇପାରିବେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୦ହଜାର ଟଙ୍କା ଜମା କଲେ ରିଟର୍ନରେ ମିଳିବ ୭ଲକ୍ଷ ଟଙ୍କା, ପୋଷ୍ଟାଲର ଏହି ସ୍କିମ କରିବ ମାଲାମାଲ୍‌

ନୂଆଦିଲ୍ଲୀ,୩୦।୧୦: ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରରେ ପରିବର୍ତ୍ତନ ଘୋଷଣା କରିବାକୁ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଥିଲେ। ଏହି ପରିବର୍ତ୍ତନ ଅଧୀନରେ...

ଆଲୁମିନିୟମ ଶିଳ୍ପର ଅଭିବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୩୦।୧୦: ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା ଆଲୁମିନିୟମ ଆସୋସିଏସନ ଅଫ୍‌ ଇଣ୍ଡିଆ(ଏଏଆଇ)ର ପ୍ରସ୍ତାବ ଅନୁଯାୟୀ ଆଲୁମିନିୟମ ଉଦ୍ୟୋଗ ଘରୋଇ ବଜାର ପ୍ରବେଶକୁ ସୁରକ୍ଷା ଓ...

ରେକର୍ଡ ପରିମାଣର କାରବାର

ଭୁବନେଶ୍ୱର,୩୦।୧୦(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ଧନ୍‌ତେରସ୍‌ ଅବସରରେ ଓଡ଼ିଶା ସୁନା ବଜାର ରେକର୍ଡ ପରିମାଣର କାରବାର କରିଛି। ଏପରିକି ଦରବୃଦ୍ଧି ସତ୍ତ୍ୱେ ବ୍ୟବସାୟରେ...

ସମସ୍ୟାରେ ପଡିଛି ରୁଷିଆ, ଭାରତକୁ ମାଗିଲା ସାହାଯ୍ୟ

ନୂଆଦିଲ୍ଲୀ,୨୯ା୧୦: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ୟୁରୋପ ଦେଶମାନଙ୍କର କଟକଣା କାରଣରୁ ରୁଷିଆକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଥିରୁ ମୁକୁଳିବା...

୧୦୦୦ କୋଟିର କାରବାର ଆକଳନ

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ପରମ୍ପରା ଓ ସଂସ୍କୃତିରେ ପର୍ବପର୍ବାଣିର ମହତ୍ତ୍ୱ ଅନେକ ରହିଛି। ଏପର ିକି ସବୁ ବର୍ଗର ଲୋକ ପର୍ବରେ ସାମିଲ ହୋଇ ଉତ୍ସାହିତ ହେବାକୁ ପସନ୍ଦ...

ଟିପିସିଓଡିଏଲ୍‌ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୨୯।୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌(ଟିପିସିଓଡିଏଲ୍‌) ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସୋମବାର ପାଳିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ,...

ସକ୍ଷମ ମାଧ୍ୟମରେ ସାମର୍ଥ୍ୟର ପ୍ରମାଣ

ଭୁବନେଶ୍ୱର,୨୯।୧୦: ବେଦାନ୍ତ ଆଲୁମିନିୟମର ଫ୍ଲାଗଶିପ୍‌ କାର୍ଯ୍ୟକ୍ରମ ତଥା ଦକ୍ଷତା ବିକାଶ ପଦକ୍ଷେପ ପ୍ରୋଜେକ୍ଟ ‘ସକ୍ଷମ’ ମାଧ୍ୟମରେ ଆଶାୟୀ ଛାତ୍ରୀଛାତ୍ରମାନେ ସାମର୍ଥ୍ୟର ପ୍ରମାଣ ଦେଖାଇ ବିଭିନ୍ନ ପ୍ରତିଷ୍ଠିତ...

ଆକର୍ଷଣୀୟ ମୂଲ୍ୟରେ ପ୍ରିମିୟମ ସାମଗ୍ରୀ

ନୂଆଦିଲ୍ଲୀ,୨୯।୧୦: ଚଳିତ ଦୀପାବଳି ଅବସରରେ ସାମ୍‌ସଙ୍ଗ ଗାଲାକ୍ସି ଏବଂ ପ୍ଲେଷ୍ଟେସନ ଦ୍ୱାରା ପରିଚାଳିତ ଆମାଜନ.ଇନ ଦୀପାବଳି ଷ୍ଟୋର ଗ୍ରାହକଙ୍କ ଆବଶ୍ୟକ ଅନୁଯାୟୀ ସମସ୍ତ ଜିନିଷ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri