Posted inଜାତୀୟ

ବନ୍ଧା ହେଲେ ଅତୁଲ ସୁଭାଷଙ୍କ ପତ୍ନୀ ନିକିତା; ଶାଶୁ-ଶଳାଙ୍କୁ ମଧ୍ୟ…

ବେଙ୍ଗାଲୁରୁ,୧୫।୧୨: AI ସଫ୍ଟଓ୍ବୟାର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ପୋଲିସ ପତ୍ନୀ ତଥା ଅଭିଯୁକ୍ତ ନିକିତା ସିଙ୍ଘାନିଆଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ନିକିତା ହରିୟାଣାର ଗୁରୁଗ୍ରାମରେ ଗିରଫଦାରି ଭୟରେ ଲୁଚି ରହିଥିଲେ। ତାଙ୍କ ସହ ମା’ ନିଶା ସିଙ୍ଘାନିଆ ଏବଂ ଶଳାଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି।

ନିଶା ଏବଂ ଅନୁରାଗ ପ୍ରୟାଗରାଜରେ ଲୁଚିଥିଲେ। ବାଙ୍ଗାଲୋର ପୋଲିସକୁ ଏନେଇ ସୂଚନା ମିଳିବା ପରେ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। ସେଠାରୁ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ହେଲେ ଦାଦା ସୁଶୀଲ ସିଙ୍ଘାନିଆ ଫେରାର ଅଛନ୍ତି। ପୋଲିସ ତାଙ୍କୁ ଗିରଫ କରିବା ଲାଗି ଚଢ଼ାଉ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ତାଙ୍କ ସାମ୍ନାରେ ‘ବେବି’, ଅମିତ ଶାହାଙ୍କୁ ଭେଟି ଏମିତି ପ୍ରତିକ୍ରିୟା ଦେଲେ ଅଭିନେତା ବରୁଣ ଧଓ୍ବନ

ନୂଆଦିଲ୍ଲୀ,୧୫।୧୨: ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର ବେବି ଜନ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନୂଆଦିଲ୍ଲୀ ଗସ୍ତ ସମୟରେ ଏହି ଅଭିନେତା କେନ୍ଦ୍ର...

ସାମ୍ନା ସାମ୍ନି ହେଲେ ଭାଜପା-ଟିଡିପି, ଜାଣନ୍ତୁ ସଂସଦରେ କେଉଁ ପ୍ରଶ୍ନ ଉଠାଇଲେ ଚନ୍ଦ୍ରାବାବୁ ନାଇଡୁଙ୍କ ଦଳ

ନୂଆଦିଲ୍ଲୀ,୧୫।୧୨: ସଂସଦରେ ସମ୍ବିଧାନ ଉପରେ ଆଲୋଚନା ବେଳେ ଚନ୍ଦ୍ରାବାବୁ ନାଇଡୁଙ୍କ ଦଳ କେନ୍ଦ୍ର ନେଇଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି। ଲୋକ ସଭାରେ ସମ୍ବିଧାନ ଉପରେ...

‘ଗରିବୀ ହଟାଅ’ ସବୁଠୁ ବଡ଼ ଜୁମ୍‌ଲା: ମୋଦି

ନୂଆଦିଲ୍ଲୀ,୧୫।୧୨: ସମ୍ବିଧାନ ପ୍ରଣୟନକୁ ୭୫ ବର୍ଷ ପୂରିଥିବାବେଳେ ଏହାକୁ ନେଇ ଶୁକ୍ରବାରଠାରୁ ପାର୍ଲାମେଣ୍ଟରେ ଜୋର୍‌ଦାର ବିତର୍କ ଜାରି ରହିଛି। ଶନିବାର ଏହି ବିତର୍କର ଉତ୍ତର ରଖି...

କେନ୍ଦ୍ରାପଡ଼ା ଜିଲାକୁ ଅତ୍ୟଧିକ ବନ୍ୟା, ମରୁଡ଼ି ବିପଦ

ନୂଆଦିଲ୍ଲୀ,୧୫ା୧୨: ଓଡ଼ିଶାର କେନ୍ଦ୍ରାପଡ଼ା, ବିହାରର ପାଟନା ଏବଂ କେରଳର ଆଲାପୁଝା ସମେତ ୧୧ ଜିଲାକୁ ବନ୍ୟା ଓ ଅନାବୃଷ୍ଟିର ଅତ୍ୟଧିକ ବିପଦ ରହିଥିବା ନେଇ ଆଇଆଇଟି...

ଆୟୁଷ୍ମାନ ଭାରତ ଯୋଜନାରେ ୩ ଲକ୍ଷ ୪୨ ହଜାରରୁ ଅଧିକ ଠକେଇ ମାମାଲା, ୫୬ ହଜାର ନକଲି ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୪।୧୨: ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା ମଧ୍ୟରୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ଗତ ୫ବର୍ଷ ମଧ୍ୟରେ ବହୁ ଠକେଇ ହୋଇଛି।...

୧୬ରେ ଆସିବ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍‌

ନୂଆଦିଲ୍ଲୀ,୧୪ା୧୨: ଏକସଙ୍ଗେ ଦେଶରେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ (ଓଏନ୍‌ଓଇ) ବିଲ୍‌ ସୋମବାର ଲୋକ...

ବୋର୍‌ କଲେ ମୋଦି, କାହିଁକି ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୪।୧୨: ଲୋକ ସଭାରେ ସମ୍ବିଧାନ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୧୦ ମିନିଟର ଦୀର୍ଘ ଭାଷଣରେ ୱାୟାନଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରତିକ୍ରିୟା...

ନାଗରିକ କର୍ତ୍ତବ୍ୟରୁ ନେଇ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପର୍ଯ୍ୟନ୍ତ, ଲୋକ ସଭାରେ ମୋଦିଙ୍କ ୧୧ ସଂକଳ୍ପ

ନୂଆଦିଲ୍ଲୀ,୧୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (୧୪ ଡିସେମ୍ବର ୨୦୨୪) ରେ ‘ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା’ ଉପରେ ଆଲୋଚନାରେ ଅଂଶଗ୍ରହଣ କରୁଥିବାବେଳେ ସମ୍ବିଧାନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri