Categories: Video

Audience shower love on Shahid Kapoor’s Kabir Singh| ‘କବିର ସିଂ’ ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ

Much-awaited ‘Kabir Singh’ has releases this Friday. The audience seem to have approved the intense performances in this Shahid Kapoor starrer movie. It opened to Rs 23 crore box office collections on first day. This is said to be Shahid Kapoor’s biggest solo opening ever.

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତି ଫିଲ୍ମ ‘କବିର ସିଂ’। ପ୍ରଥମ ଦିନରେ ୨୩କୋଟିରୁ ଅଧିକ ବିଜନେସ କରିବା ସହ ଦର୍ଶକ ଫିଲ୍ମଟିକୁ କାଫି ଭଲ ରେସପନ୍ସ ଦେଇଛନ୍ତି।