Categories: ଖେଳ

AUS Vs SA 2nd semi final: ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

କୋଲକତା, ୧୬।୧୧: କୋଲକତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇଯାଇଛି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ। ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ଓଭରରେ ମିଚେଲ ଷ୍ଟ୍ରାକଙ୍କ ବଲରେ ଅଧିନାୟକ ତେମ୍ବା ବାଭୁମା ଓ କ୍ୱିଣ୍ଟନ ଡିକର୍କ ଜୋସ ହାଜେଲଉଡଙ୍କ ବଲରେ ଆଉଟ ହୋଇଛନ୍ତି।

Share