Categories: ଖେଳ

ଅଷ୍ଟ୍ରେଲିଆ ୧୯୭ରେ ଅଲଆଉଟ, ଭାରତର ଦ୍ୱିତୀୟ ଇନିଂସ ଆରମ୍ଭ..

ଇନ୍ଦୋର,୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୦୯ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ସମସ୍ତ ଓ୍ବିକେଟ ହରାଇ ୧୯୭ ରନ୍‌ କରିଛି। ଏହାରେ ଭାରତ ଦ୍ୱିତୀୟ ଇନିଂସ ଆରମ୍ଭ ହୋଇଛି। ଭାରତ ଗୋଟିଏ ଓ୍ବିକେଟ ହରାଇଛି। ଶୁଭମାନ ଗିଲଙ୍କୁ ନାଥନ ଲିଅନ ଆଉଟ କରିଛନ୍ତି। ଶୁଭମାନ ୫ ରନ୍‌ କରି ପାଭିଲିୟନ ଫେରିଛନ୍ତି।

Share