Categories: ଖେଳ

ଆଜି ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ ଦକ୍ଷିଣ ଆଫ୍ରିକା; ଜାଣନ୍ତୁ କେବେ, କେଉଁଠି ଏବଂ କେତେବେଳେ ଦେଖିବେ ଏହି ମୁକାବିଲା…

ଲକ୍ଷ୍ନୌ,୧୨।୧୦: ବିଶ୍ୱକପ୍‌ ୨୦୨୩ର ୧୦ମ ମୁକାବିଲା ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟିମ୍‌ ମଧ୍ୟରେ ଗୁରୁବାର ଖେଳାଯିବ। ପ୍ରଥମ ମୁକାବିଲାରେ ଭାରତଠାରୁ ପରାଜିତ ହୋଇଥିବା ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ରେ ବିଜେତା ହେବାକୁ ଚାହିଁବ। ଅପରପକ୍ଷେ ଦକ୍ଷିଣ ଆଫ୍ରିକା ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ବଡ଼ ବିଜୟ ହାସଲ କରିଥିବାରୁ ଏହି ମୁକାବିଲା ରୋମାଞ୍ଚକର ହେବ ବୋଲି ଆଶଙ୍କା କରାଯାଉଛି।

କେବେ ଖେଳାଯିବ:
୧୨ ଅକ୍ଟେବର, ଗୁରୁବାର

କେଉଁଠି ଖେଳାଯିବ?
ଲକ୍ଷ୍ନୌର ଇକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ

କେତେଟାରେ ଆରମ୍ଭ ହେବ?
ଭାରତୀୟ ସମୟାନୁସାରେ ଅପରାହ୍ନ ୨ଟାରେ ଆରମ୍ଭ ହେବ। ଅଧଘଣ୍ଟା ପୂର୍ବରୁ ଟସ୍‌ ପଡ଼ିବ

କେଉଁଠି ଦେଖିବେ?
ସିଧା ପ୍ରସାରଣ ଷ୍ଟାର ସ୍ପୋଟ୍ସର ବିଭିନ୍ନ ଚ୍ୟାନେଲରେ ଦେଖିପାରିବେ

ଅନ୍‌ଲାଇନ୍‌ରେ ଲାଇଭ ଷ୍ଟ୍ରିମିଂ?
ଡିଜନୀ ପ୍ଲସ ହଟ୍‌ଷ୍ଟାର ଆପରେ ମାଗଣାରେ ଦେଖିପାରିବେ

Share