Categories: ଖେଳ

ବିଶ୍ୱକପରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ…

ଲକ୍ଷ୍ନୌ,୧୬।୧୦: ବିଶ୍ୱକପ ୨୦୨୩ର ୧୪ତମ ମ୍ୟାଚରେ ୫ ଥର ବିଶ୍ୱକପ ଚାମ୍ପିୟନ ଅଷ୍ଟ୍ରେଲିଆ ୧୯୯୬ ବିଜେତା ଶ୍ରୀଲଙ୍କାକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ଟସ୍‌ ଜିତି ଶ୍ରୀଲଙ୍କା ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୩.୩ ଓଭରରେ ୨୦୯ ରନ କରି ଶ୍ରୀଲଙ୍କା ସୀମିତ ରହିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୩୫.୨ ଓଭରରେ ୫ ଉଇକେଟ୍‌ ହରାଇ ୨୧୫ ରନ ସ୍କୋର କରି ବିଜୟୀ ହୋଇଛି।

Share