ଗଞ୍ଜାମ,୯।୫(ଡି.ଏନ୍.ଏ.): ମେ ୯ ତାରିଖକୁ ଅନ୍ତର୍ଜାତୀୟ ମାତୃ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ର ବେଳାଭୂମିରେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବ ବାଲୁକା ଶିଳ୍ପୀ କଣ୍ଟିଆଗଡ଼ ଗ୍ରାମର ସଚ୍ଚିଦାନନ୍ଦ ପ୍ରଧାନ ଓ ଖଟୁଆକୁଦା ଗ୍ରାମର ରାହୁଲ ପ୍ରଧାନ ମିଳିତ ଭାବେ ଅନ୍ତର୍ଜାତୀୟ ମାତୃ ଦିବସ ସମ୍ବନ୍ଧିତ ବାଲୁକା କରିଛନ୍ତି। ଏହା ମାଧ୍ୟମରେ ସେ ସମାଜକୁ ସଚେତନ ବାର୍ତ୍ତା ଦେଇଛନ୍ତି। ଉଭୟଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ