ଲାଇଫ୍‌ଷ୍ଟାଇଲରେ ଅଟମ୍‌-ଓ୍ବିଣ୍ଟର କଲେକ୍ସନ

ଭୁବନେଶ୍ୱର,୧।୯: ଦେଶର ପ୍ରମୁଖ ଫ୍ୟାଶନ ପ୍ରତିଷ୍ଠାନ ଲାଇଫ୍‌ଷ୍ଟାଇଲ ପକ୍ଷରୁ ଅଟମ୍‌-ୱିଣ୍ଟର କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏହି କଲେକ୍ସନରେ ଫ୍ୟାଶନ-ଫର୍‌ୱାର୍ଡ ଓ କଣ୍ଟେମ୍ପରାରି ପିସ୍‌ ଆଦି ସାମିଲ ରହିଛି। ଏପରିକି ଉକ୍ତ କଲେକ୍ସନରେ ପାଷ୍ଟେଲ୍‌ ଓ ପେଣ୍ଟର୍‌ଲି ଫ୍ଲୋରାଲରେ ଏକ ନୂଆ ରେଞ୍ଜର ଟ୍ରେଣ୍ଡି ଓ କଣ୍ଟେମ୍ପରାରି ଏଥ୍‌ନିକ୍‌ ୱେର ରହିଛି। ଏହା ଭାରତୀୟ ଡିଜାଇନର ସ୍ପେସ୍‌ରୁ ଅନୁପ୍ରାଣିତ ହୋଇଛି, ଯାହା ଚଳିତ ଋତୁରେ ଆପଣଙ୍କର ପାର୍ବଣଗୁଡିକୁ ଗ୍ଲାମ୍‌ ଅପ୍‌ କରିବ। ଏହି ନୂଆ କଲେକ୍ସନ ଉଭୟ ପୁରୁଷ ଓ ମହିଳା ପୋଷାକ ବର୍ଗରେ ସ୍ବତନ୍ତ୍ର ଓ କଣ୍ଟେମ୍ପରାରି ଟ୍ରେଣ୍ଡଗୁଡିକର ପ୍ରତିଶ୍ରୁତି ଦେଉଛି। ମହିଳା ଶପରମାନେ ନିଶ୍ଚିତ ରୂପେ ରୋଚକପୂର୍ଣ୍ଣ ସିଲ୍‌ହୌଟେ ଥିବା ପପ୍‌ ଡ୍ରେସ୍‌ଗୁଡିକ ଦ୍ୱାରା ଆନନ୍ଦିତ ହେବେ ଏବଂ ଅମ୍ବ୍ରେ ସିକ୍ୱିନ୍‌ସ, ମେଟାଲିକ୍‌ ଟ୍ରିମ୍‌ ଓ କୋର୍‌ସେଟ୍‌ ସହ ଚିକ୍‌ ପାର୍ଟିୱେରକୁ ହାସଲ କରିପାରିବେ। ସେହିଭଳି ପୁରୁଷଙ୍କ ପାଇଁ ଏଠାରେ ରିଫ୍ଲେକ୍ଟିଭ୍‌ ପ୍ରିଣ୍ଟ୍‌ ଓ ଇଣ୍ଟରାକ୍ଟିଭ୍‌ ଟେକ୍ସଟ୍‌ ସହ ଟି ରହିଛି, ଯାହାକୁ ପପ୍‌ ଗ୍ରାଫିକ୍ସ ସହ ସ୍କେଟର ଷ୍ଟାଇଲ୍‌ ଜିନ୍ସ ସହ ଷ୍ଟାଇଲିଶ୍‌ ଭାବେ ପେୟାର କରାଯାଇପାରିବ।
ଏ ସମ୍ପର୍କରେ ଲାଇଫ୍‌ଷ୍ଟାଇଲର ମାର୍କେଟିଂ ବିଭାଗର ଆସିଷ୍ଟାଣ୍ଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ରୋହିଣୀ ହାଲ୍‌ଡିଆ କହିଛନ୍ତି, ଲାଇଫ୍‌ଷ୍ଟାଇଲରେ ଆମେ ପ୍ରତ୍ୟେକ ସିଜନ୍‌ ସହ ବିକଶିତ ହେବା ଓ ଆମର କଲେକ୍ସନକୁ ଉନ୍ନତ କରିବାରେ ବିଶ୍ୱାସ ରଖିଥାଉ। ଆମର ନୂଆ ଅଟମ୍‌/ୱିଣ୍ଟର୍‌ କଲେକ୍ସନ ବିଭିନ୍ନ ଟ୍ରେଣ୍ଡ ସହ ଫ୍ୟାଶନ ପରିମାଣକୁ ବୃଦ୍ଧି କରୁଛି। ଏହା ଆମ ଉପଭୋକ୍ତାଙ୍କୁ ଏହି ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟଗୁଡିକୁ ବାଧାହୀନ ଭାବେ ପ୍ରଦର୍ଶିତ କରିବାକୁ ଅନୁପ୍ରାଣିତ କରିବ। ନୂଆ କଲେକ୍ସନର ଶୁଭାରମ୍ଭ ସହ ଆମେ ଆମର ଗ୍ରାହକଙ୍କୁ ଆମର ଷ୍ଟୋର୍‌ ଓ ଅନ୍‌ଲାଇନରେ ଏହି କଲେକ୍ସନକୁ ଏକ୍ସପ୍ଲୋର୍‌ କରିବା ପାଇଁ ଆମନ୍ତ୍ରିତ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଶୀଘ୍ର କରିନିଅନ୍ତୁ କାମ, ଜାନୁଆରୀରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୩୦।୧୨: ଆଉ ଦିନକ ପରେ ୨୦୨୫ ବର୍ଷ ଆରମ୍ଭ ହେବ । ପ୍ରତିମାସ ଭଳି ୨୦୨୫ ଜାନୁଆରୀରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ।...

ଘରୋଇ ବ୍ୟାଙ୍କରୁ ମୁହଁ ଫେରାଉଛନ୍ତି କର୍ମଚାରୀ

ଭୁବନେଶ୍ୱର,୩୦ା୧୨(ଅନୁରାଧା ମହାରଣା): ଘରୋଇ ବ୍ୟାଙ୍କଗୁଡ଼ିକରେ ଚାକିରି ତ୍ୟାଗ ଓ ପରିବର୍ତ୍ତନକାରୀ କର୍ମଚାରୀଙ୍କ ସଂଖ୍ୟା ହାରରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଘଟିଛି। କର୍ମଚାରୀଙ୍କ ଘରୋଇ ବ୍ୟାଙ୍କରୁ ଏପରି...

ଭୁବନେଶ୍ୱରରେ ସ୍କୋଡାର ଇଣ୍ଡିଆ ଡ୍ରିମ୍‌ ଟୁର୍‌ ଟିମ୍‌

ଭୁବନେଶ୍ୱର,୩୦।୧୨: ସ୍କୋଡା ଅଟୋ ଇଣ୍ଡିଆର ନୂତନ ଅଭିଯାନ ‘ଇଣ୍ଡିଆ ଡ୍ରିମ୍‌ ଟୁର୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସର୍ବଭାରତୀୟ କାର୍ଯ୍ୟକ୍ରମ ବ୍ରାଣ୍ଡ୍‌ର ନୂତନ ମଡେଲ ‘ସ୍କୋଡା...

ନଭେମ୍ବରରେ ରପ୍ତାନି କ୍ଷେତ୍ରର ବୃଦ୍ଧି ୬୪.୪%

ନୂଆଦିଲ୍ଲୀ,୩୦।୧୨: କ୍ରମାଗତ ଭାବେ ଘରୋଇ ବଜାର ରପ୍ତାନି କ୍ଷେତ୍ରର ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବାଣିଜି୍ୟକ ଚୁକ୍ତି ଅନୁଯାୟୀ ଭାରତ...

ପ୍ରତ୍ୟାଶାଙ୍କୁ ୩ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ଚଳିତବର୍ଷ ଚମତ୍କାର ପ୍ରଦର୍ଶନ କରି ଆସିଥିବା ଓଡ଼ିଶାର ସୁଇମିଂ ସେନ୍‌ସେଶନ ପ୍ରତ୍ୟାଶା ରାୟ ଚେନ୍ନାଇରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସୁଇମିଂ...

ଟିପିସିଓଡିଏଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ସମ୍ମାନ

ଭୁବନେଶ୍ୱର,୨୮।୧୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ‘କଳିଙ୍ଗ ସୁରକ୍ଷା ଉକତ୍ର୍ଷ ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ୧୫ତମ...

ଗ୍ରୀନ୍‌ ଚିଲିଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୮।୧୨ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଫୁଡ୍‌ ପ୍ଲାଟ୍‌ଫର୍ମ ‘ଗ୍ରୀନ୍‌ ଚିଲିଜ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ବ୍ରହ୍ମପୁରର ରୁକ୍ମିଣୀ ସିନେମା ହଲ୍‌ ରୋଡ୍‌ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ...

ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଓସାମୁ ସୁଜୁକିଙ୍କ ପରଲୋକ

ନୂଆଦିଲ୍ଲୀ,୨୮ା୧୨:ମାରୁତି ୮୦୦ କାର୍‌ ଆଣି ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସୁଜୁକି ମୋଟର କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଓସାମୁ ସୁଜୁକିଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri