Video: କାଉ ପାଟିରେ ରାମ-ରାମ ! ଅଯୋଧ୍ୟା ରେଳ ଷ୍ଟେଶନରେ କିଛି ଏଭଳି ଦୃଶ୍ୟ ହେଉଛି ଭାଇରାଲ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ସେଠାରେ ଭକ୍ତଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି। ସମସ୍ତେ ‘ଜୟ ଶ୍ରୀରାମ’ ନାରା ଲଗାଇ ରାମଲାଲାଙ୍କ ଦର୍ଶନ କରୁଛନ୍ତି। ତେବେ କେବଳ ଯେ ମନୁଷ୍ୟ ତାହା ନୁହେଁ ପଶୁପକ୍ଷୀ ମଧ୍ୟ ରାମଙ୍କ ଭକ୍ତିରେ ଲୀନ ହୋଇଥିବା ଦେଖାଯାଉଛି। ଏଭଳି କହିବାର ତାତ୍ପର୍ଯ୍ୟ କିଛିଦିନ ତଳେ ଏକ ମାଙ୍କଡ଼ର ଭିଡିଓ ଭାଇରାଲ ହୋଇଥିଲା। ପ୍ରାଣ ପ୍ରତିଷ୍ଠା ପରଦିନ ସେ ରାମଲାଲାଙ୍କ ପାଦତଳେ ବସିଥିବା ଦେଖାଯାଇଥିଲା। ତାଙ୍କୁ ପୂଜାରୀମାନେ ହନୁମାନଙ୍କ ଅବତାର ବୋଲି କହିଥିଲେ। ଠିକ୍‌ ସେଭଳି ଏକ ଘଟଣା ଅଯୋଧ୍ୟାରେ ଘଟିଛି।

ଅଯୋଧ୍ୟା ରେଳ ଷ୍ଟେଶନରେ ଏକ କାଉ ପାଟିରୁ ରାମ ରାମ ଧ୍ୱନୀ ଶୁଣିବାକୁ ମିଳିଛି। ଏହାକୁ ଶୁଣି ଅନେକେ ତାକୁ ‘କାଗଭୁଶୁଣ୍ଡି’ଙ୍କ ଅବତାର ବୋଲି କହୁଛନ୍ତି। ସୋସିଆଲ ମିଡଆରେ ଆଜିକାଲି ଏହାର ଭିଡିଓ ଭାଇରାଲ ହେଉଛି।

ଭିଡିଓକୁ ଶେୟାର କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଅଯୋଧ୍ୟା ଧାମର ରେଳ ଷ୍ଟେଶନରେ ଏକ କାଉ ଆଜିକାଲି ଚର୍ଚ୍ଚାରେ ରହିଛି। ତା ମୁହଁରୁ ସ୍ପଷ୍ଟ ଭାବେ ରାମ ରାମ ଶୁଣାଯାଉଥିବାରୁ ଦକ୍ଷିଣ ଭାରତରୁ ଆସିଥିବା ରାମଭକ୍ତଙ୍କ ଧ୍ୟାନ କାଉ ଉପରେ ପଡ଼ିଥିଲା। ସେମାନେ ଏହାର ଭିଡିଓ କରିଥିଲେ। ସମସ୍ତେ କାଗଭୁଶୁଣ୍ଡିଙ୍କ ଦର୍ଶନ କରନ୍ତୁ। ଜୟ ଶ୍ରୀରାମ, ଜୟ ଜୟ ଶ୍ରୀରାମ।

ଦେଖନ୍ତୁ ଭିଡିଓ


Enter your email to get our daily news in your inbox.

All Right Reserved By Dharitri.Com

‘୨୦-୩୦ ଆସନ ମିଳିଥିଲେ କେନ୍ଦ୍ରରେ ସରକାର ଗଠନ କରିଥାଆନ୍ତୁ’, କଂଗ୍ରେସ ନେତାଙ୍କ ବୈଠକରେ କାହିଁକି ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର (୨୭ ମାର୍ଚ୍ଚ, ୨୦୨୫) ଦଳର ଜିଲା ୟୁନିଟ ମୁଖ୍ୟମାନଙ୍କୁ ରାଜ୍ୟଗୁଡ଼ିକରେ ନିର୍ବାଚନ ଜିତିବା ପାଇଁ ଏକ ଦୀର୍ଘକାଳୀନ...

ଲୋକ ସଭାରେ ପାସ ହେଲା ଇମିଗ୍ରେସନ ବିଲ୍‌, ଶାହା କହିଲେ ଯିଏ ଦେଶ ପାଇଁ ବିପଦ ଆମେ ତାଙ୍କ ଉପରେ ନଜର ରଖିଛୁ

ନୂଆଦିଲ୍ଲୀ,୨୭।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ଏହି ସମୟରେ, ପ୍ରବାସ ବିଲ ଆଜି (୨୭ ମାର୍ଚ୍ଚ) ଲୋକ ସଭାରେ ଗୃହୀତ ହୋଇଛି। ଅନୁପ୍ରବେଶ...

ଇତିହାସ ରଚିଲେ ରୋଶନି ନାଦର, ହେଲେ ବିଶ୍ୱର ୫ମ ଧନୀ ମହିଳା, ଜାଣନ୍ତୁ ତାଙ୍କ ସମ୍ପତ୍ତିର ମୂଲ୍ୟ

ନୂଆଦିଲ୍ଲୀ,୨୭।୩: ସମ୍ପ୍ରତି, HCL ଗ୍ରୁପ ପ୍ରତିଷ୍ଠାତା ଶିବ ନାଦର ଏଚସିଏଲ କର୍ପ ଏବଂ ଭାମା ଦିଲ୍ଲୀରେ ତାଙ୍କର ୪୭ ପ୍ରତିଶତ ଅଂଶଧନ ତାଙ୍କ ଝିଅ ରୋଶନି...

Kathua Encounter : ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ଯବାନ ଶହୀଦ, ୫ ଆହତ

ଶ୍ରୀନଗର,୨୭।୩: ଜମ୍ମୁ-କଶ୍ମୀରର କଠୁଆ ଜିଲାର ରାଜବାଗରେ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଥିଲା। କଠୁଆର ଜୁଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର...

ବ୍ରିଜ ଉପରେ ଷ୍ଟଣ୍ଟ କରୁଥିଲେ ଯୁବତୀ, ହଠାତ୍‌ ଖସିଗଲା ହାତ, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ସୁନ୍ଦରୀ ଯୁବତୀ କାଠ ପୋଲ ଉପରେ ଷ୍ଟଣ୍ଟ କରୁଥିବାର ଦେଖାଯାଉଛି।...

‘ଧରା ହୋଇଥିବା ବାଂଲାଦେଶୀଙ୍କ ପାଖରୁ ମିଳିଲା ପଶ୍ଚିମବଙ୍ଗ ଆଧାର କାର୍ଡ’, ମମତାଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ଶାହା

ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୁରୁବାର (୨୭ ମାର୍ଚ୍ଚ, ୨୦୨୫) ଲୋକ ସଭାରେ ପ୍ରବାସ ଏବଂ ବିଦେଶୀ ବିଲ ୨୦୨୫ ଉପରେ ଭାଷଣ ଦେବା...

ବ୍ୟାଙ୍କ୍‌ରୁ Loan ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ, କିଏ ପ୍ରତିଶୋଧ କରନ୍ତି ଟଙ୍କା: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୨୭।୩: ଆଜିକାଲି ଆବଶ୍ୟକତା ପୂରଣ କରିବା ପାଇଁ Loan ବା ଋଣ ନେବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସାଧାରଣତଃ ଲୋକମାନେ ଘର କିମ୍ବା...

Milk Price Hike: କ୍ଷୀର ପିଇବା ହେବ ମହଙ୍ଗା! ଏପ୍ରିଲ ପହିଲାରୁ ଲାଗୁ ହେବ ବର୍ଦ୍ଧିତ ଦାମ

ନୂଆଦିଲ୍ଲୀ,୨୭।୩: ଏବେ ମହଙ୍ଗାର ଯୁଗ। ଏହାରି ଭିତରେ ଲବେ କ୍ଷୀର ମଧ୍ୟ ସାଧାରଣ ଲୋକଙ୍କ ପକେଟ ଖାଲି କରିବାକୁ ଯାଉଛି। ଏବେ ଗୋଟିଏ ଲିଟର କ୍ଷୀର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image