Categories: ଜାତୀୟ

ଜାନୁୟାରୀ ୧୪ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା

ଲକ୍ଷ୍ନୌ,୨୧।୬: ଆସନ୍ତା ବର୍ଷ ଜାନୁୟାରୀ ୧୪ ମକର ସଂକ୍ରାନ୍ତି ଅବସରରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଭିଷେକ କାର୍ଯ୍ୟକ୍ରମ ୧୦ ଦିନ ଧରି ଚାଲିବ। କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ରାମମନ୍ଦିର ନିର୍ମାଣ କମିଟିର ସଭାପତ ନୃପେନ୍ଦ୍ର ମିଶ୍ର କହିଛନ୍ତି। ତେବେ ଅଭିଷେକ କାର୍ଯ୍ୟକ୍ରମର ପ୍ରସାରଣ ଟେଲଭିଜନରେ କରାଯିବାର ଯୋଜନା ରହିଛି।

Share