‘ରାକ୍ଷୀ ପୂର୍ଣ୍ଣିମା’ କେବଳ ଏକ ପର୍ବ ନୁହେଁ, ଏହା ଭାଇ ଭଉଣୀ ମଧ୍ୟରେ ସ୍ନେହ ଓ ଭଲ ପାଇବାର ଦିନ। ତେବେ ସମାୟାନୁକ୍ରମେ ଆଜିର ଆଧୁନିକତା ଏବଂ ବ୍ୟସ୍ତ ବହୁଳ ଜୀବନ ଶୈଳୀରେ ଏହି ପରମ୍ପରା କ୍ଷୁର୍ଣ୍ଣ ହେଉଥିବାର ପରିଲକ୍ଷିତ ହେଉଛି। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ରାକ୍ଷୀ’