ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ସବୁଜ ପନିପରିବା ଖାଇବା ନିହାତି ଦରକାର, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଖାଇବା ଦ୍ଵାରା ତାହା ଆମ ଶରୀର ପ୍ରତି ହାନିକାରକ ହୋଇପାରେ । ଏଥର “ବାବୁ ମହଲ” ର ପ୍ରସଙ୍ଗ ହେଉଛି “ସନିଆର ଆଖିଦୋଷ”।