ସକାଳ ହଉ କି ସନ୍ଧ୍ୟା, ଘର ଭିତରେ ହଉ କି ବାହାରେ, ସବୁଠି ମଶାମାନଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ମଶାମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଆମେମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାଉ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ମଶା କାମୁଡ଼ା’।
This video is not allowed for reuse/ redistribution in any form and manner on any source. Copyright owner : Dharitri Live