ଆସିଛି ନୂଆବର୍ଷ ୨୦୨୧ । ସବୁଆଡେ ଆନନ୍ଦ ଉଲ୍ଲାସ । ଏହିଦିନ ସମସ୍ତେ ସାଙ୍ଗସାଥୀ ହୋଇ ନୂଆବର୍ଷ ପାଳନ କରିଥାନ୍ତି, କିନ୍ତୁ ୟାରି ଭିତରେ ଆମେ ପରିବାର କଥା ଭୁଲି ଯାଉଛେ । ଏଥର “ବାବୁ ମହଲ” ର ପ୍ରସଙ୍ଗ ହେଉଛି “ମାଝିବାବୁ ଘରେ ନୂଆବର୍ଷ” ।