‘ଅଗଷ୍ଟ ୧୫’ ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିନ। ୧୯୪୭ ଅଗଷ୍ଟ ୧୫ ତାରିଖ ରେ ଆମ ଦେଶ ସ୍ବାଧୀନ ହୋଇଥିଲା, ଅନେକ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ବାଜି ଲଗେଇ ଆମ ଦେଶକୁ ସ୍ବାଧୀନ କରାଇଥିଲେ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ଅଗଷ୍ଟ ୧୫’