ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ବ୍ୟକ୍ତି ଭାବିନେଇଛନ୍ତି ଯେ ଘରକାମ ବହୁତ ସହଜ, ବାସ୍ତବିକ ଘର କାମ ସହଜ କି କଷ୍ଟ ତାହା ଆମର ଏଇ ଭିଡ଼ିଓ ମାଧ୍ୟମରେ ଦର୍ଶାଯାଇଛି । ଏଥର “ବାବୁମହଲ” ର ପ୍ରସଙ୍ଗ “ମିଛ କହିଲେ ମାଝିବାବୁ” ।