Categories: ରାଜ୍ୟ

ବାହାନଗା ଟ୍ରେନ ଦୁର୍ଘଟଣା: ୩ଅଭିଯୁକ୍ତଙ୍କ ପାଇଁ ରିମାଣ୍ଡ ଆବେଦନ

ବାଲେଶ୍ୱର,୭।୭(ମାନସ ବିଶ୍ୱାଳ):ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ୩ଜଣ ରେଳ କର୍ମଚାରୀଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ସିବିଆଇ। ୩ଅଭିଯୁକ୍ତଙ୍କ ପାଇଁ ୫ଦିନିଆ ରିମାଣ୍ଡ ଆବେଦନ କରାଯାଇଛି। ଗିରଫ କର୍ମଚାରୀମାନେ ହେଲେ ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଏବଂ ଟେକ ନିସିଆନ ପପୁ କୁମାର।

Share