Categories: Video

ବାହୁଡିଲେ ମହାପ୍ରଭୁ

ମାଉସୀ ଘରୁ ଲୀଳାଖେଳ ସାରି ଭାଇଭଉଣୀଙ୍କୁ ଧରି ଜନ୍ମ ବେଦୀରୁ ରତ୍ନ ବେଦୀକୁ ବାହୁଡ଼ିଲେ ମହାପ୍ରଭୁ । ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା । କରୋନା କଟକଣା ଯୋଗୁ ଆଜି ବିନା ଭକ୍ତରେ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀକ୍ଷେତ୍ରକୁ ବାହୁଡ଼ିଛନ୍ତି କାଳିଆ ସାଆନ୍ତ।