ଦିଗପହଣ୍ଡିିରେ କଂଗ୍ରେସର ବାଜିମାତ: ଅଧ୍ୟକ୍ଷ ହେଲେ ପ୍ରଫୁଲ୍ଲ ପଣ୍ଡା

ଦିଗପହଣ୍ଡି,୨୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଭି.ରବି ନାରାୟଣ ରାଜୁଙ୍କୁ ପରାଜିତ କରିଛନ୍ତି।
ସେହିପରି ୧ନଂ ୱାର୍ଡ – ସନ୍ତୋସିନୀ ବେହେରା(କଂଗ୍ରେସ)। ୨ ନଂ ୱାର୍ଡ – ସୁଶାନ୍ତ କୁମାର ପାତ୍ର(ବିଜେଡିି)। ୩ ନଂ ୱାର୍ଡ – କରିସ୍ମା ନାୟକ(ବିଜେଡି)। ୪ ନଂ ୱାର୍ଡ – ଗୌରାଙ୍ଗ ବେହେରା(ବିଜେଡି)। ୫ ନଂ ୱାର୍ଡ – ମାମିନି ବେହେରା(କଂଗ୍ରେସ)। ୬ ନଂ ୱାର୍ଡ – କେ. ପୂଜା (କଂଗ୍ରେସ)। ୭ ନଂ ୱାର୍ଡ – ସୁନୀଲ କୁମାର ପଣ୍ଡା(କଂଗ୍ରେସ)। ୮ ନଂ ୱାର୍ଡ – ଇ. ଗାୟତ୍ରୀ(କଂଗ୍ରେସ)। ୯ ନଂ ୱାର୍ଡ – ନୀଳମାଧବ ଗୌଡ । ୧୦ ନଂ ୱାର୍ଡ – ଦୀପକ କୁମାର ମିଶ୍ର(କଂଗ୍ରେସ)।୧୧ ନଂ ୱାର୍ଡ – ଜ୍ୟୋସ୍ନା ଜେନା(ବିଜେଡି) ବିଜୟୀ ହୋଇଥିବା ଘୋଷଣା କରାଯାଇଛି।

Share