ବାଲେଶ୍ୱର ଫଳାଫଳ: ଚତୁର୍ଥ ରାଉଣ୍ଡ ଶେଷରେ ବି ବିଜେଡି ଆଗରେ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ବାଲେଶ୍ୱରରେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପୁଣି ଆଗରେ ରହିଛି। ବାଲେଶ୍ୱରରେ ବିଜେଡିକୁ ୧୪,୪୮୦, ଭୋଟ ମିଳିଥିବା ବେଳେ ଭାଜପାକୁ ୧୧୮୦୯ ଓ କଂଗ୍ରେସ ୧୪୬୮ଟି ଭୋଟ ପାଇଛି। ତେବେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗରେ ରହିଥିଲା।

Share