ମା’ ହେଲେ ଅଭିନେତ୍ରୀ ନେହା ମର୍ଦା

ମୁମ୍ବାଇ: ଛୋଟ ପରଦାରେ ନଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ନେହା ମର୍ଦା ବିବାହର ୧୦ ବର୍ଷ ପରେ ମା’ ହୋଇଛନ୍ତି। ଶୁକ୍ରବାର ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ନେହାଙ୍କର ପ୍ରି-ମେଚ୍ଚୋର ଡେଲିଭରୀ ହୋଇଛି। ବର୍ତ୍ତମାନ ଉଭୟ ମା’ଛୁଆ ଭଲ ଥିବା ଜଣାପଡିଛି।
୨୦୧୨ରେ ସେ ପାଟନାରେ ରହୁଥିବା ବ୍ୟବସାୟୀ ଆୟୁଷମାନ ଅଗ୍ରୱାଲଙ୍କୁ ବିବାହ କରିଥିଲେ।

Share