Categories: ଖେଳ

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଂଲାଦେଶ

ଧର୍ମଶାଳା,୭।୧୦: ବିଶ୍ୱକପ୍‌ ୨୦୨୩ ତୃତୀୟ ମ୍ୟାଚ ଶନିବାର ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଶାକିବ ଉଲ ହସନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ବ୍ୟାଟିଂ କରgିବାକୁ ପଡିଆକୁ ଓହ୍ଲାଇଛି। ବିଶ୍ୱକପ୍‌ର ୧୩ ତମ ସଂସ୍କରଣରେ ଏହା ଦୁଇ ଦଳର ପ୍ରଥମ ମ୍ୟାଚ।

Share