ପାକିସ୍ତାନ ଭଳି ହୋଇଯିବ ବାଂଲାଦେଶ! ହାସିନା ଭାରତରେ ଶରଣ ନେବା ପରେ ବଡ଼ ବୟାନ ଦେଲେ ପାକିସ୍ତାନର…

ଇସଲାମବାଦ,୮।୮: ବାଂଲାଦେଶର ସ୍ଥିତିକୁ ନେଇ ସାରା ଦେଶ ସ୍ତବ୍ଧ ହୋଇ ଯାଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ଏହି ବିବୃତ୍ତିରେ କହିଛନ୍ତି, ବାଂଲାଦେଶ ପରବର୍ତ୍ତୀ ପାକିସ୍ତାନ ହେବାକୁ ଯାଉଛି।

ରିପୋର୍ଟ ଅନୁଯାୟୀ ପାକିସ୍ତାନର ଜଣେ ବ୍ୟକ୍ତି କହିଛନ୍ତି, ବାଂଲାଦେଶରେ ଯାହା ଘଟିଛି ତାହା ଏକ ବିପ୍ଳବ ନୁହେଁ। ପୂର୍ବରୁ ଏହା ଏକ ଶିଶୁ ଆନ୍ଦୋଳନ ଥିଲା, ତା’ପରେ ଏହି ସମସ୍ୟା ବୃଦ୍ଧି ପାଇଲା। ଯେତେବେଳେ ଚାରଆଡେ ମୃତଦେହ ଗଦା ହୋଇଗଲା ସେତେବେଳେ ମାହୋଲ ଭୟାନକ ଦେଖାଗଲା। ଆଉ ନିଶ୍ଚିତ ଭାବରେ ବାଂଲାଦେଶର ଅବସ୍ଥା ପାକିସ୍ତାନ ଭଳି ହେବାକୁ ଯାଉଛି।

ପାକିସ୍ତାନୀ ଗଣମାଧ୍ୟମରେ ବ୍ୟକ୍ତି ଜଣକ କହିଛନ୍ତି, ଯେତେବେଳେ ଅନ୍ୟ ଦେଶର ଅବସ୍ଥା ଖରାପ ହୁଏ ସେତେବେଳେ ପାକିସ୍ତାନୀ ଗଣମାଧ୍ୟମ ଉପଭୋଗ କରନ୍ତି। ବାଂଲାଦେଶରେ ଯାହା ଘଟୁଛି ତାହା ଠିକ ନୁହେଁ, କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାରତ ଗସ୍ତ ଭାରତ ପାଇଁ ସକରାତ୍ମକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ବାତ୍ୟା! ବିଶେଷଜ୍ଞ ତାଜୁବ…

ବାହାମାସ,୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ...

ମୋଦି, ପୁଟିନ, ଜିନପିଙ୍ଗଙ୍କ ଫଟୋ ହେଲା ଭାଇରାଲ, ବଢିଲା ଆମେରିକାର ଚିନ୍ତା

ମସ୍କୋ,୨୩।୧୦: ରୁଷିଆର କଜାନରେ ଆୟୋଜିତ ୧୬ତମ ବ୍ରିକ୍ସ ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି। ଏହି ସମୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି...

ଡଲାର, ଏସ୍‌ଡବ୍ଲ୍ୟୁଆଇଏଫ୍‌ଟିରୁ ନିର୍ଭରଶୀଳତା ହ୍ରାସ ଲକ୍ଷ୍ୟ

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ମଙ୍ଗଳବାରଠାରୁ ୩ ଦିନିଆ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଉକ୍ତ ସମିଟ୍‌ର ଆୟୋଜନ କରୁଥିବାବେଳେ...

ଦିନକୁ ୮,୦୦୦,୦୦,୦୦ ଟଙ୍କା ବାଣ୍ଟୁଛନ୍ତି ଏଲୋନ ମସ୍କ; ଏହି ସର୍ତ୍ତକୁ ପୂରଣ କଲେ ହୋଇଯିବେ କୋଟିପତି…

ଲଣ୍ଡନ,୨୨।୧୦: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଟେସ୍‌ଲା ଏବଂ ସ୍ପେସ୍‌ ଏକ୍ସ ମାଲିକ ଏଲୋନ ମସ୍କ ଏଭଳି ଏକ ଘୋଷଣା କରିଛନ୍ତି, ଯାହାକି କୋଟିପତି ହେବାର...

ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ମୋଦିଙ୍କୁ ଭେଟିବା ପରେ ଏମିତି କଥା କହିଦେଲେ ପୁଟିନ

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆ କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ରୁଷିଆରେ ପହଞ୍ଚିଲେ ମୋଦି: କୃଷ୍ଣ ଭଜନ ଗାଇ କରାଗଲା ଭବ୍ୟ ସ୍ବାଗତ

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆ କଜାନରେ ପହଞ୍ଚିଛନ୍ତି। କାଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ଏବେବି ବାଂଲାଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି ଶେଖ ହାସିନା! ରାଷ୍ଟ୍ରପତିଙ୍କ ଦାବିକୁ ନେଇ ବଢୁଛି ରାଜନୈତିକ ଉଷ୍ମତା

ଢାକା,୨୨।୧୦: ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ କହିଛନ୍ତି ଯେ ଶେଖ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର କୌଣସି ଡକ୍ୟୁମେଣ୍ଟାରୀ ପ୍ରମାଣ ନାହିଁ। ବାଂଲାଦେଶରେ ତତ୍କାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri