ଯୌନ ନିର୍ଯାତନାରେ ଗିରଫ ବିସିସିଆଇ ଉପସ୍ଥାପକ ହାର୍ଦ୍ଦିକ ସିଂ କୋହଲ ଖଲାସ

ଲଣ୍ଡନ,୧୦।୮: ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିବା ବ୍ରିଟିଶ ଶିଖ ରୋଷେୟା ତଥା ବିସିସିଆଇର ପୂର୍ବତନ ଉପସ୍ଥାପକା ହାର୍ଦ୍ଦିକ ସିଂ କୋହଲି ଖଲାସ ହୋଇଛନ୍ତି। ଏକ ଶପଥ ପତ୍ର ଜରିଆରେ ସେ ମୁକ୍ତ ହୋଇଛନ୍ତ କିନ୍ତୁ ପରବର୍ତ୍ତୀ ସମୟରେ ସେ କୋର୍ଟରେ ହାଜର ହେବେ। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଟାଇମ୍ସ ନ୍ୟୁଜ ଅନୁଯାୟୀ, ୫୪ ବର୍ଷ ବୟସ୍କ ହାର୍ଦ୍ଦିକ ୨୦ରୁ ଅଧିକ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।

Share