Posted inଜାତୀୟ

ବିବିସି ଆକାଉଣ୍ଟ ଡିପାର୍ଟମେଣ୍ଟର ଯାଞ୍ଚ ଜାରି: ଦ୍ୱିତୀୟ ଶିଫ୍ଟର କର୍ମଚାରୀଙ୍କୁ ଅଫିସ୍‌ ଆସିବାକୁ ମନା

ନୂଆଦିଲ୍ଲୀ,୧୪।୨: ଗଣମାଧ୍ୟମ ସଂସ୍ଥା ବ୍ରିଟିଶ ବ୍ରଡକାଷ୍ଟିଂ ସର୍ଭିସ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ମଙ୍ଗଳବାର ଆଇଟିର ୧୨ରୁ ୧୫ଜଣିଆ ଏକ ଟିମ୍‌ ବିବିସିର ଦିଲ୍ଲୀ କାର୍ଯ୍ୟାଳୟରେ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରୁଛନ୍ତି। ଏକାଧିକ ସ୍ଥାନରେ ଏହି ଚଢ଼ାଉ କରାଯାଉଥିବା ବେଳେ କେଉଁ କେଉଁ ସ୍ଥାନରେ ହେଉଛି ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟାଳୟର ଗୋଟିଏ ସ୍ଥାନରେ ଏକାଠି ରଖାଯାଇ ସେମାନଙ୍କ ଫୋନ୍‌ ଏବଂ ଲାପ୍‌ଟପ୍‌ ଜବତ କରାଯାଇଛି। ଏଥିସହ ଏନେଇ ସମସ୍ତ ସୂଚନା ଲଣ୍ଡନ ସ୍ଥିତ ବିବିସି କାର୍ଯ୍ୟାଳୟକୁ ଦିଆଯାଇଥିବା ସୂଚନା ରହିଛି। ତେବେ ଆଇଟିର କେତେକ ଅଧିକାରୀ ପଞ୍ଚମ ମହଲାରେ ମଧ୍ୟ ରହିଥିବା ସମ୍ପାଦକୀୟ ବିଭାଗରେ ଥିବା ସୂତ୍ରରୁ ଜଣାପଡ଼ିଛି। ସେହିପରି ଅପରାହ୍ନ ଶିଫ୍ଟର କର୍ମଚାରୀଙ୍କୁ ଅଫିସ୍‌ ଆସିବାକୁ ମନା କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ଝାଡ଼ଖଣ୍ଡର ପ୍ରଜ୍ଞାପନ ମେଢ, ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୬।୧: ଦେଶ ମହା ଆଡମ୍ବର ଏବଂ ଶୋଭାର ସହିତ ୭୬ତମ ଗଣତନ୍ତ୍ର ଦିବସ ପାଳନ କରୁଛି। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ସମସ୍ତେ ୨୬ ଜାନୁଆରୀର ରଙ୍ଗରେ...

ସାରା ବିଶ୍ୱ ଦେଖିଲା ଭାରତର ପରାକ୍ରମ

ନୂଆଦିଲ୍ଲୀ,୨୬ା୧: ରାଜଧାନୀ ଦିଲ୍ଲୀରେ ରବିବାର ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତର ପରାକ୍ରମ ଦେଖିଛି ସାରା ବିଶ୍ୱ। ଭାରତର ଐତିହ୍ୟ ସଂସ୍କୃତି ସହ ସେନାର...

ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିଙ୍କୁ ସରକାର କ’ଣ ଦିଅନ୍ତି ସୁବିଧା, ମିଳେ ଏତେ ଟଙ୍କା…

ନୂଆଦିଲ୍ଲୀ,୨୬।୧: ଶନିବାର, କେନ୍ଦ୍ର ସରକାର ୨୦୨୫ବର୍ଷ ପାଇଁ ପଦ୍ମ ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି। ଏହି ପୁରସ୍କାର ମଧ୍ୟରେ ୭ଟି ପଦ୍ମ ବିଭୂଷଣ, ୧୯ଟି ପଦ୍ମ...

Padma Awards 2025: ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା; ଜାଣନ୍ତୁ କାହାକୁ ମିଳିଲା…

ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଣତନ୍ତ୍ର ଦିବସର ପୂର୍ବ ସାରେ ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ୩୦ ଜଣିଆ ଏହି ତାଲିକାରେ ଅନେକେ ଅଜ୍ଞାତ...

‘ଯଦି ଦମ ଅଛି ଦାଉଦ ଇବ୍ରାହିମଙ୍କୁ…’ ରାଣାଙ୍କ ପ୍ରତ୍ୟର୍ପଣକୁ ନେଇ କ’ଣ କହିଲେ ସଞ୍ଜୟ ରାଉତ?

ମୁମ୍ବାଇ,୨୫।୧: ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣର ଦୋଷୀ ତହୱୁର ରାଣାକୁ ଖୁବଶୀଘ୍ର ଭାରତ ଅଣାଯିବ। ଆମେରିକାର ସୁପ୍ରିମକୋର୍ଟ ରାଣାଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଛନ୍ତି। ତାଙ୍କୁ ୨୦୦୯ମସିହାରେ...

ପାକିସ୍ତାନ ଜେଲରେ ଭାରତୀୟ ମତ୍ସଜୀବୀଙ୍କ ମୃତ୍ୟୁ, କାଟି ସାରିଥିଲେ ସଜା

କରାଚି/ନୂଆଦିଲ୍ଲୀ,୨୫।୧: ପାକିସ୍ତାନର କରାଚୀ ଜେଲରେ ଜଣେ ଭାରତୀୟ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଏହି ମତ୍ସ୍ୟଜୀବୀଙ୍କ ନାମ ବାବୁ ବୋଲି କୁହାଯାଉଛି, ଯାହାକୁ ୨୦୨୨ମସିହାରେ ପାକିସ୍ତାନୀ ଅଧିକାରୀମାନେ...

ଗଣତନ୍ତ୍ର ଦିବସରେ ୯୪୨ ଯବାନଙ୍କୁ ମିଳିବ ବୀରତା ପୁରସ୍କାର

ନୂଆଦିଲ୍ଲୀ,୨୫।୧: ୨୦୨୫ ଗଣତନ୍ତ୍ର ଦିବସ ଅବସରରେ, ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ଏବଂ ସଂଶୋଧନ ସେବାର ୯୪୨ ଜଣ କର୍ମଚାରୀଙ୍କୁ ବୀରତ୍ୱ ପୁରସ୍କାର...

ଗ୍ଲାମର ଜୀବନରୁ ସନ୍ନ୍ୟାସିନୀ: ମମତା କୁଲ୍‌କର୍ନି କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର

ପ୍ରୟାଗରାଜ:ବଲିଉଡ୍‌ ଅଭିନେତ୍ରୀ ମମତା କୁଲ୍‌କର୍ନି ଚଳଚ୍ଚିତ୍ର ଜଗତର ଗ୍ଲାମରସ୍‌ ଦୁନିଆରୁ ସମ୍ପୂର୍ଣ୍ଣ ଓହରି ସନ୍ନ୍ୟାସିନୀ ଜୀବନ ବାଛିଛନ୍ତି। ୫୨ ବର୍ଷୀୟା ପୂର୍ବତନ ଆକ୍ଟ୍ରେସ୍‌ଙ୍କୁ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image