ସୋସିଆଲ ମିଡିଆରେ ଜୀବନସାଥୀ କରୁଛନ୍ତି କି ଏମିତିି: ହୋଇଯାଆନ୍ତୁ ସାବଧାନ

କରୋନା ଲାଗି ଏବେ ଲୋକେ ଅଧିକ ସମୟ ଘରେ ବିତାଉଛନ୍ତି। ଏପରି ପରିସ୍ଥିତିରେ ଇଣ୍ଟରନେଟ ସେମାନଙ୍କ ପାଇଁ ସାଥୀ ହୋଇଯାଇଛି। ଅନେକ ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି। ମାତ୍ର ସୋସିଆଲ ମିଡିଆର କିଛି ଭୁଲ ଅଭ୍ୟାସ ହେତୁ, ସମ୍ପର୍କ ମଧ୍ୟରେ ମତଭେଦ ହୋଇପାରେ। ଯଦି ଆପଣ ଅନୁଭବ କରୁଛନ୍ତି ଯେ, ଆପଣଙ୍କ ଜୀବନ ସାଥୀଙ୍କର ଏହି ୫ ଟି ସୋସିଆଲ ମିଡିଆ ଅଭ୍ୟାସ ଅଛି, ତେବେ ଆପଣଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ। ଏହି ଅଭ୍ୟାସ ବିଷୟରେ ତାଙ୍କ ସହିତ ଖୋଲାଖୋଲି ଭାବରେ କଥା ହେବା ଆବଶ୍ୟକ।

ସୋସିଆଲ ମିଡିଆରେ ଅଧିକ ସମୟ କଟାଇବା
ସୋସିଆଲ ମିଡିଆରେ ସମୟ ବିତାଇବା ସମ୍ପୂର୍ଣ୍ଣ ସ୍ବଭାବିକ କଥା। ଅଧିକାଂଶ ଲୋକ ନିଜ ଅନଲାଇନ୍‌ ସାଙ୍ଗମାନଙ୍କୁ ନିଜ ବିଷୟରେ ଅପ୍‌ଡେଟ ରଖିବାକୁ ଚାହାଁନ୍ତି। ମାତ୍ର ଯଦି ତୁମେ ଅନୁଭବ କରୁଛ ଯେ ତୁମର ଜୀବନସାଥୀ ସୋସିଆଲ ମିଡିଆରେ ଆବଶ୍ୟକତାଠାରୁ ଅଧିକ ସକ୍ରିୟ, ତେବେ ତୁମେ ସତର୍କ ହେବା ଆବଶ୍ୟକ। ଯଦି ଆପଣ ଟିକେ ଅଜବ ଅନୁଭବ କରୁଛନ୍ତି, ତେବେ ଏହି ବିଷୟରେ ଆପଣଙ୍କ ସାଥୀ ସହିତ କଥା ହୁଅନ୍ତୁ।

ସର୍ଚ୍ଚ ସେସ୍କନ
ଯଦି ତୁମର ସାଥୀ ଉପରେ ତୁମର କୌଣସି ପ୍ରକାରର ସନ୍ଦେହ ହୁଏ ତୁମେ ସେମାନଙ୍କ ଓ ଅନଲାଇନ୍‌ କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ଚାହୁଁଛ, ତେବେ ସର୍ଚ୍ଚ ଅପ୍‌ଶନ୍‌ ବ୍ୟବହାର କରନ୍ତୁ । ଯଦି ତୁମର ସାଥୀ ତୁମକୁ ପ୍ରତାରଣା କରୁଛନ୍ତି, ତା’ହେଲେ ଏପରି କିଛି ଲୋକ ମଧ୍ୟ ଥାଇପାରନ୍ତି ଯାହାଙ୍କୁ ଆପଣଙ୍କ ସାଥୀ ପସନ୍ଦ କରନ୍ତି।

ପୋଷ୍ଟ ଶେୟାର
ବେଳେବେଳେ ପରସ୍ପର ମଧ୍ୟରେ ଭଲପାଇବା ଦେଖାଇବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟଗୁଡିକ ଶେୟାର କରିବା ସାଧାରଣ କଥ। ମାତ୍ର ସୋସିଆଲ ମିଡିଆରେ ପାରସ୍ପରିକ ଜିନିଷକୁ ଅତ୍ୟଧିକ ଦେଖାଇବା ଭୁଲ ଅଟେ। ଯଦି ତୁମର ଜୀବନସାଥୀ ପ୍ରକୃତରେ ତୁମର ଯତ୍ନ ନିଅନ୍ତି, ତେବେ ସେ ନିଶ୍ଚିତ ଭାବରେ ତୁମର ବ୍ୟକ୍ତିଗତ ଜୀବନର ଯତ୍ନ ନେବେ।

ଗୁପ୍ତରେ ପୂର୍ବ ପ୍ରେମିକ/ପ୍ରେମିକା ବିଷୟରେ ଜାଣିବାକୁ ଚେଷ୍ଟା କରିବା:
ଯଦି ଆପଣଙ୍କର ସାଥୀଙ୍କର ଏକ୍ସକୁ ଅନଲାଇନରେ ଦେଖୁଛନ୍ତି, ତେବେ ସେ ଅତୀତରୁ ସମ୍ପୂର୍ଣ୍ଣରୂପେ ଭୁଲି ନାହାଁନ୍ତି।

ପୂର୍ବ ପ୍ରେମିକ/ପ୍ରେମିକାଙ୍କୁ ଜଳାଇବା ପାଇଁ ଫଟୋ ପୋଷ୍ଟ
ଯଦି ତୁମେ ଅନୁଭବ କର ଯେ, ତୁମର ଜୀବନସାଥୀ ତୁମର ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ କେବଳ ପୂର୍ବ ପ୍ରେମିକ/ପ୍ରେମିକାଙ୍କୁ ଇର୍ଷାନ୍ବିତ କରିବା ପାଇଁ ପୋଷ୍ଟ କରୁଛନ୍ତି ତେବେ ତୁମେ ଏହି ପ୍ରସଙ୍ଗରେ ସେମାନଙ୍କ ସହ କଥା ହେବା ଜରୁରୀ। କିଛି ଖରାପ ହେବା ପୂର୍ବରୁ, ଆପଣଙ୍କ ସାଥୀଙ୍କୁ ଏହି ଅଭ୍ୟାସଠାରୁ ଦୂରରେ ରହିବାକୁ କୁହନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷ ୨୦୨୫ରେ କେଉଁ ରାଶି ପାଇଁ କେଉଁ ରଙ୍ଗ ଏବଂ ନମ୍ବର ହେବ ଭାଗ୍ୟଶାଳୀ? ଜାଣନ୍ତୁ…

ଆସୁଛି ନବବର୍ଷ ୨୦୨୫। ଏହା ସୌଭାଗ୍ୟ, ସମୃଦ୍ଧି ଏବଂ ଖୁସି ପାଇଁ ଉଲ୍ଲେଖନୀୟ ବର୍ଷ ହେବ। ଏହି ବର୍ଷରେ କେଉଁ ରାଶି ଲାଗି କେଉଁ ରଙ୍ଗ...

ନୂଆ ବର୍ଷରେ ଏହି ୩ ରାଶିଙ୍କ ଟେନସନ୍‌ ବଢ଼ାଇବେ ମଙ୍ଗଳ; ଧନହାନୀ ସହ ଆସିପାରେ ଏସବୁ ସମସ୍ୟା

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୪। ଆସିବ ନୂଆ ବର୍ଷ ୨୦୨୫। ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏମିତିରେ ଅନେକେ ବର୍ଷଟି...

ଭୁଲ୍‌ରେ ବି କ୍ରିସ୍‌ମସ୍‌ ଟ୍ରିକୁ ମୁଖ୍ୟଦ୍ୱାର ସମ୍ମୁଖରେ ରଖିବେ ନାହିଁ, ଜାଣନ୍ତୁ କେଉଁଠି ରଖିବା ଶୁଭ…

ଖୁସିର ପର୍ବ କ୍ରିସ୍‌ମସ୍‌ ଆସିଲେ ଚାରିଆଡ଼େ ସକାରାତ୍ମକ ତଥା ଉତ୍ସବର ପରିବେଶ ଖେଳିଯାଏ। ସେଥିପାଇଁ ପ୍ରଭୁ ଯୀଶୁଙ୍କର ଏହି ମହାନ୍‌ ପର୍ବକୁ ଏବେ ସବୁ ଧର୍ମର...

କ୍ରିସ୍‌ମସ୍‌ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ…

ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍‌ମସ୍‌କୁ ବେଶ୍‌ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି।...

୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ...

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ , ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ଖାଲି ପ୍ରେମ ନୁହେଁ, ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri