ତୁର୍କୀ ସଂସଦରେ ମାଡପିଟ, ବିରୋଧି ସାଂସଦଙ୍କ ବେକରୁ ଝରିଲା ଲହୁ, ହସ୍ପିଟାଲରେ ଭର୍ତ୍ତି

ଅଙ୍କାରା,୧୭।୮: ତୁର୍କୀ ସଂସଦରେ ଶୁକ୍ରବାର ସାଂସଦଙ୍କ ମଧ୍ୟରେ ଝଗଡା ହୋଇଥିଲା। ସରକାର ବିରୋଧୀ ପ୍ରଦର୍ଶନ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ନେତା ଅହମ୍ମଦ ସିକ ବର୍ତ୍ତମାନ ବିରୋଧୀ ଦଳରୁ ନିର୍ବାଚନ ଜିତିବା ପରେ ସାଂସଦ ହୋଇଛନ୍ତି।
ଶୁକ୍ରବାର, ଏକ ପ୍ରସଙ୍ଗରେ ବିତର୍କ ବେଳେ ସେ ଶାସକ ଏକେପି ଦଳର ସାଂସଦଙ୍କ ସହ ବାଦବିବାଦ କରିଥିଲେ। ଏହା ପରେ ଶାସକ ଦଳର ସାଂସଦମାନେ ତାଙ୍କୁ ଘେରିଯାଇ ମାଡ ମାରିବା ଆରମ୍ଭ କରିଥିଲେ।

ବିରୋଧୀ ସାଂସଦ ମଧ୍ୟ ନିଜକୁ ରକ୍ଷା କରିବା ପାଇଁ ଶାସକ ଦଳର ସାଂସଦଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ମାଡପିଟ ସମୟରେ ଅହମ୍ମଦଙ୍କ ବେକ ଓ ମୁହଁରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ମୁହାଁ ବାତ୍ୟା! ‘ଦାନା’କୁ ନେଇ ଚେତାବନୀ ଜାରି କଲା ବାଂଲାଦେଶ

ଢାକା,୨୪।୧୦: ବାତ୍ୟା ‘ଦାନା’ ଏହାର ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରୁଥିବା ନେଇ ବାଂଲାଦେଶ ଏକ ସତର୍କ ସୂଚନା ଜାରି କରିଛି। ବାଂଲାଦେଶ ପାଣିପାଗ ବିଭାଗର...

ସବୁକିଛି ହୋଇଯିବ ଓଲଟ ପାଲଟ…ଇସ୍ରାଏଲ ଯୁଦ୍ଧକୁ ନେଇ ଜୟଶଙ୍କର କହିଲେ କେମିତି ଥମିବ ଯୁଦ୍ଧ

କଜାନ,୨୪।୧୦: ବିଶ୍ୱରେ ଆସିବାକୁ ଥିବା ଆଗାମୀ ବିବାଦକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚେତାବନୀ ଦେଇଛନ୍ତି। ବ୍ରିକ୍ସ ପ୍ଲସ ପ୍ଲାଟଫର୍ମରୁ ୟୁକ୍ରେନ ଏବଂ ପଶ୍ଚିମ...

ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଲା ତୁର୍କୀ

ଅଙ୍କାରା,୨୪।୧୦: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ବୁଧବାର ତୁର୍କୀରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ତୁର୍କୀର ରାଜଧାନୀ ଅଙ୍କାରର ପ୍ରତିରକ୍ଷା କମ୍ପାନୀ ତୁର୍କୀ ଏରୋସ୍ପେସ...

କିମଙ୍କୁ ଖୋଲା ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ,୨୪।୧୦: ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ନିଶ୍ଚିତ କରିଛି ଯେ ୟୁକ୍ରେନ ବିରୁଦ୍ଧରେ ରୁଷିଆର ଯୁଦ୍ଧକୁ ସମର୍ଥନ କରିବା ପାଇଁ ଉତ୍ତର କୋରିଆ ୧,୫୦୦ଟି ସ୍ବତନ୍ତ୍ର...

ଟ୍ରୁଡୋଙ୍କ ଆଖିରେ ଲୁହ! ନିଜ ସାଂସଦ ଦେଲେ ଏମିତି ଅଲ୍ଟିମେଟମ, ଅକ୍ଟୋବର ୨୮ ସୁଦ୍ଧା…

ଓଟାଓ୍ବା,୨୪।୧୦: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିବାକୁ ଯାଉଛି। ତାଙ୍କ ଚେୟାର ବିପଦରେ ଅଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ...

ଯୁଦ୍ଧ ପରେ କମୁଛି ୟୁକ୍ରେନର ଜନସଂଖ୍ୟା, ଚିନ୍ତା ପ୍ରକଟ କଲା ୟୁଏନ୍‌

କ୍ୱିଭ,୨୪।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଦୁଇ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଛି। ଆନ୍ତର୍ଜାତୀୟ ସ୍ତରରେ, ଏହି ସମୟରେ ଏହା...

‘ଯୁଆଡେ ଗଲେ ଅଶାନ୍ତି ସୃଷ୍ଟି କଲେ…’ ରୋହିଙ୍ଗ୍ୟା ମୁସଲମାନଙ୍କୁ ବିରୋଧ କଲେ ଏହି ଦେଶ, ଡଙ୍ଗାରୁ ଓହ୍ଲାଇବାକୁ ଦେଲାନି

ନୂଆଦିଲ୍ଲୀ,୨୪।୧୦: ବହୁ ସଂଖ୍ୟାରେ ଇଣ୍ଡୋନେସିଆରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ସ୍ଥାନୀୟ ଲୋକ ଡଙ୍ଗାରୁ ଓହ୍ଲାଇବାକୁ ଅନୁମତି ଦେଇ ନାହାନ୍ତି। ୧୪୦ ଭୋକିଲା...

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୪।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଋଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ରୁଷିଆର କାଜାନ ସହରରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri