ମେକଅପ୍‌ ନ ନେଇ ବିୟୁଟିଫୁଲ୍‌…

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକଅପ୍‌ ନେବାକୁ ପଡ଼ିଥାଏ। କିନ୍ତୁ ବିଲିଉଡର ଏଭଳି କେତେକ ଅଭିନେତ୍ରୀ ଅଛନ୍ତି, ସେମାନଙ୍କୁ କୌଣସି ମେକଅପ୍‌ ନେବାକୁ ପଡ଼ି ନ ଥାଏ।ଅଭିନେତ୍ରୀ ତମନ୍ନା ଭାଟ୍ଟିଆ, ନୋରା ଫତେହି, ଉର୍ବଶୀ ରୌତେଲା ଏବଂ ୟାମୀ ଗୌତମୀଙ୍କ ଚେହେରା କ୍ଷୀର ପରି ତୋଫା ଗୋରା। ତେଣୁ ସେମାନଙ୍କୁ ଶୁଟିଂ ସମୟରେ ପ୍ରାୟତଃ କୌଣସି ଅଧିକ ମେକଅପ୍‌ ନେବାକୁ ପଡ଼ି ନ ଥାଏ। ସୋସିଆଲ ମିଡ଼ିଆରେ ଏହି ୪ ଅଭିନେତ୍ରୀଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ସେମାନଙ୍କର ସୁନ୍ଦର ଚେହେରା ସହିତ ଉଲ୍ଲେଖନୀୟ ଅଭିନୟକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥାନ୍ତି।

Share