ଜନ୍ମଦାତା ବାପା ବି ପଛରେ, ମହିଳାଙ୍କ ପାଇଁ ସବୁକିଛି ହେଲେ…

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ନେଇ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଜୀବନ ଆରମ୍ଭଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏାହା କାର୍ଯ୍ୟରେ ଆସିଥାଏ। ଏହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ।

ଚାଣକ୍ୟ ନୀତିଶାସ୍ତ୍ରର ପଞ୍ଚମ ଅଧ୍ୟାୟର ପ୍ରଥମ ପଦରେ ଗୁରୁଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶଙ୍କ ପାଇଁ ଅଗ୍ନି ଗୁରୁଙ୍କ ସହ ସମାନ। କାରଣ ବ୍ରାହ୍ମଣଙ୍କୁ ୪ଟି ବର୍ଣ୍ଣ ଦ୍ୱାରା ପୂଜା କରାଯାଏ, ତେଣୁ ସେ ସମସ୍ତଙ୍କ ଗୁରୁ।

ସେହିଭଳି ଚାଣକ୍ୟ କହିଛନ୍ତି, ଜନ୍ମଦାତା ବାପା ବି ପଛରେ ମହିଳାଙ୍କ ପାଇଁ ସବୁକିଛି ହେଲେ ସ୍ବାମୀ।