Advertisement
Categories: ଫୁରସତ

ବେଲି ଡ୍ୟାନ୍ସ କରୁଛି ଏହି ପକ୍ଷୀ: ଦେଖିଲେ ହସିହସି ଗଡ଼ିଯିବେ

ଘରଚଟିଆକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣଙ୍କର ମଧ୍ୟ ହସ ନିୟନ୍ତ୍ରଣ ହେବ ନାହିଁ। ଘରଚଟିଆ ପେଟ ହଲାଇ ବେଲି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଏହାକୁ ଦେଖିଲେ ଆପଣ ହସିହସି ଗଡ଼ିଯିବେ। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ଏହି ନୃତ୍ୟର ପ୍ରକୃତ ଉଦ୍ଦେଶ୍ୟ ଜଣା ନାହିଁ, ଯଦି କେହି ଏହି ଆଚରଣ ଉପରେ ଆଲୋକପାତ କରିପାରିବେ। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

 

Share