Whenever one talks of food in Cuttack, the first thing that comes to mind is ‘Dahibara Aloodum’. Moreover, there is a lot more to try for in the amazing Millennium City of India. In this video, let’s take you to the most unique and culinary delights of the Silver City that serves ‘Dahibara Aloodum’ in Cuttack.
ହଜାରେ ବର୍ଷର ସହର କଟକ ଅନେକ କିଛି ଲାଗି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେଥିମଧ୍ୟରୁ କଟକର ଦହିବରା ଆଳୁଦମ ବି ଭାରି ସ୍ପେଶାଲ। ଚାଲନ୍ତୁ ଜାଣିବା କଟକରେ କେଉଁଠି ସ୍ପେଶାଲ ଦହିବରା ଆଳୁଦମ ମିଳେ …