Categories: Video

Best time to drink water । ପାଣି ପିଇବାର ଠିକ୍ ସମୟ

We all know that drinking plenty of water is good for health. It is also essential for the body to function properly. However, doctors suggest that drinking water at incorrect times might be harmful to the health. Let’s know when it is alright to drink water.

ଆମେ ସମସ୍ତେ ଜାଣିଛନ୍ତି ପାଣି ପିଇବା ଶରୀର ପାଇଁ ଭଲ ଓ ଏହା ସୁସ୍ଥ ରହିବାଲାଗି ନିହାତି ଆବଶ୍ୟକ ମଧ୍ୟ। ମାତ୍ର ସବୁ ସମୟରେ ପାଣି ପିଇବା ଶରୀର ଲାଗି ଭଲ ହୋଇନଥାଏ। । ତେବେ ଚାଲନ୍ତୁ ଜାଣିବା କେଉଁ ସମୟରେ ପାଣି ପିଇବା ଶରୀର ଲାଗି ଠିକ୍ ହୋଇଥାଏ।